ଦେବଗଡ଼: ନିକିତିମାଳରେ ହାତୀ ଉତ୍ପାତ

ଦେବଗଡ଼: ବୁଧବାର ବିଳମ୍ବିତ ରାତିରେ ଦେବଗଡ଼ ଜିଲ୍ଲା ବାରକୋଟ ରେଞ୍ଜର ନିକିତିମାଳ ବସ୍ତିରେ ଏକ ହାତୀପଲ ପଶି ଏକାଧିକ ଘରର ଭାଙ୍ଗି ଦେଇଛନ୍ତି। ପଣସ ଗଛରୁ ପଣସ ଖାଇ ଦେଇଥିଲେ। ଏପରିକି ଛାତ ଭାଙ୍ଗି ଘର ଭିତରେ ଥିବା ପଖାଳ ଭାତ ବି ଖାଇଯାଇଥିଲେ। ଆତଙ୍କିତ ଗ୍ରାମବାସୀ ରାତିରେ ନିକଟସ୍ଥ ବାହାଡ଼ାପଶି ଗାଁକୁ ଚାଲିଯାଇଥିଲେ। ଅପରପକ୍ଷରେ ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଲୋକେ ଆତଙ୍କିତ ହେବାର କିଛି ନାହିଁ। ହାତୀମାନଙ୍କ ଗତିବିଦ୍ଧି ଉପରେ ନଜର ରଖାଯାଇଛି। […]

hati

hati

Rakesh Mallick
  • Published: Thursday, 07 May 2015
  • Updated: 07 May 2015, 08:56 AM IST

ଦେବଗଡ଼: ବୁଧବାର ବିଳମ୍ବିତ ରାତିରେ ଦେବଗଡ଼ ଜିଲ୍ଲା ବାରକୋଟ ରେଞ୍ଜର ନିକିତିମାଳ ବସ୍ତିରେ ଏକ ହାତୀପଲ ପଶି ଏକାଧିକ ଘରର ଭାଙ୍ଗି ଦେଇଛନ୍ତି। ପଣସ ଗଛରୁ ପଣସ ଖାଇ ଦେଇଥିଲେ। ଏପରିକି ଛାତ ଭାଙ୍ଗି ଘର ଭିତରେ ଥିବା ପଖାଳ ଭାତ ବି ଖାଇଯାଇଥିଲେ। ଆତଙ୍କିତ ଗ୍ରାମବାସୀ ରାତିରେ ନିକଟସ୍ଥ ବାହାଡ଼ାପଶି ଗାଁକୁ ଚାଲିଯାଇଥିଲେ। ଅପରପକ୍ଷରେ ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଲୋକେ ଆତଙ୍କିତ ହେବାର କିଛି ନାହିଁ। ହାତୀମାନଙ୍କ ଗତିବିଦ୍ଧି ଉପରେ ନଜର ରଖାଯାଇଛି। ହାତୀମାନଙ୍କୁ ଏଅଞ୍ଚଳରୁ ଘଉଡ଼ାଇବା ଲାଗି ଉଦ୍ୟମ ଚାଲିଛି। ଗତ ଏପ୍ରିଲ ୨୧ ତାରିଖରୁ ଏ ଅଞ୍ଚଳରେ ହାତୀ ଉପଦ୍ରବ ଚଳାଇଛନ୍ତି। ଗତକାଲି ରାତିରେ ନିକିତିମାଳ ବସ୍ତିରେ ପଶିଥିବା ହାତୀ ପଲରେ ୭ଟି ହାତୀ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story