Advertisment

ଦେବଗଡ଼: ନିକିତିମାଳରେ ହାତୀ ଉତ୍ପାତ

ଦେବଗଡ଼: ବୁଧବାର ବିଳମ୍ବିତ ରାତିରେ ଦେବଗଡ଼ ଜିଲ୍ଲା ବାରକୋଟ ରେଞ୍ଜର ନିକିତିମାଳ ବସ୍ତିରେ ଏକ ହାତୀପଲ ପଶି ଏକାଧିକ ଘରର ଭାଙ୍ଗି ଦେଇଛନ୍ତି। ପଣସ ଗଛରୁ ପଣସ ଖାଇ ଦେଇଥିଲେ। ଏପରିକି ଛାତ ଭାଙ୍ଗି ଘର ଭିତରେ ଥିବା ପଖାଳ ଭାତ ବି ଖାଇଯାଇଥିଲେ। ଆତଙ୍କିତ ଗ୍ରାମବାସୀ ରାତିରେ ନିକଟସ୍ଥ ବାହାଡ଼ାପଶି ଗାଁକୁ ଚାଲିଯାଇଥିଲେ। ଅପରପକ୍ଷରେ ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଲୋକେ ଆତଙ୍କିତ ହେବାର କିଛି ନାହିଁ। ହାତୀମାନଙ୍କ ଗତିବିଦ୍ଧି ଉପରେ ନଜର ରଖାଯାଇଛି। […]

ଅଦ୍ୟତନ ହୋଇଛି
ଦେବଗଡ଼: ନିକିତିମାଳରେ ହାତୀ ଉତ୍ପାତ

hati

Advertisment

ଦେବଗଡ଼: ବୁଧବାର ବିଳମ୍ବିତ ରାତିରେ ଦେବଗଡ଼ ଜିଲ୍ଲା ବାରକୋଟ ରେଞ୍ଜର ନିକିତିମାଳ ବସ୍ତିରେ ଏକ ହାତୀପଲ ପଶି ଏକାଧିକ ଘରର ଭାଙ୍ଗି ଦେଇଛନ୍ତି। ପଣସ ଗଛରୁ ପଣସ ଖାଇ ଦେଇଥିଲେ। ଏପରିକି ଛାତ ଭାଙ୍ଗି ଘର ଭିତରେ ଥିବା ପଖାଳ ଭାତ ବି ଖାଇଯାଇଥିଲେ। ଆତଙ୍କିତ ଗ୍ରାମବାସୀ ରାତିରେ ନିକଟସ୍ଥ ବାହାଡ଼ାପଶି ଗାଁକୁ ଚାଲିଯାଇଥିଲେ। ଅପରପକ୍ଷରେ ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଲୋକେ ଆତଙ୍କିତ ହେବାର କିଛି ନାହିଁ। ହାତୀମାନଙ୍କ ଗତିବିଦ୍ଧି ଉପରେ ନଜର ରଖାଯାଇଛି। ହାତୀମାନଙ୍କୁ ଏଅଞ୍ଚଳରୁ ଘଉଡ଼ାଇବା ଲାଗି ଉଦ୍ୟମ ଚାଲିଛି। ଗତ ଏପ୍ରିଲ ୨୧ ତାରିଖରୁ ଏ ଅଞ୍ଚଳରେ ହାତୀ ଉପଦ୍ରବ ଚଳାଇଛନ୍ତି। ଗତକାଲି ରାତିରେ ନିକିତିମାଳ ବସ୍ତିରେ ପଶିଥିବା ହାତୀ ପଲରେ ୭ଟି ହାତୀ ଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe