ସାମ୍ନାକୁ ଆସିଲା ପ୍ରତାପଙ୍କ ଓଲିଉଡ୍‌ ଲିଙ୍କ, ନିର୍ମାଣ କରିଛନ୍ତି ଦୁଇଟି ଫିଲ୍ମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗିରଫ ହୋଇଥିବା କୋଟିପତି ସରକାରୀ ବାବୁ ପ୍ରତାପ ସାମଲଙ୍କ ଓଲିଉଡ୍‌ ଲିଙ୍କ ସାମ୍ନାକୁ ଆସିଛି। ପ୍ରତାପ ଓ ତାଙ୍କ ପତ୍ନୀ ସସ୍ମିତା ସାମଲ ନିର୍ମାଣ କରିଛନ୍ତି ଦୁଇ ଦୁଇଟି ଓଡ଼ିଆ ଫିଲ୍ମ। ଏବେ ଏପରି କିଛି ତଥ୍ୟ ଭିଜିଲାନ୍ସ ହାତରେ ଲାଗିଛି। ଗିରଫ ପୁଲିସ୍‌ ହାଉସିଂ କର୍ପୋରେସନ୍‌ ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଓ ତାଙ୍କ ପତ୍ନୀ ସସ୍ମିତା ସାମଲ ୨୦୦୩ ମସିହାରେ ନିର୍ମାଣ କରିଥିଲେ ଫିଲ୍ମ ‘ନାରୀ ଆଖିରେ ନିଆଁ ଓ […]

samal

samal

Manoranjan Sial
  • Published: Thursday, 11 November 2021
  • Updated: 11 November 2021, 10:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗିରଫ ହୋଇଥିବା କୋଟିପତି ସରକାରୀ ବାବୁ ପ୍ରତାପ ସାମଲଙ୍କ ଓଲିଉଡ୍‌ ଲିଙ୍କ ସାମ୍ନାକୁ ଆସିଛି। ପ୍ରତାପ ଓ ତାଙ୍କ ପତ୍ନୀ ସସ୍ମିତା ସାମଲ ନିର୍ମାଣ କରିଛନ୍ତି ଦୁଇ ଦୁଇଟି ଓଡ଼ିଆ ଫିଲ୍ମ। ଏବେ ଏପରି କିଛି ତଥ୍ୟ ଭିଜିଲାନ୍ସ ହାତରେ ଲାଗିଛି। ଗିରଫ ପୁଲିସ୍‌ ହାଉସିଂ କର୍ପୋରେସନ୍‌ ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଓ ତାଙ୍କ ପତ୍ନୀ ସସ୍ମିତା ସାମଲ ୨୦୦୩ ମସିହାରେ ନିର୍ମାଣ କରିଥିଲେ ଫିଲ୍ମ ‘ନାରୀ ଆଖିରେ ନିଆଁ ଓ ୨୦୦୫ ମସିହାର ‘ବାଜି’। ରାଧାକୃଷ୍ଣ ପ୍ରଡକସନ୍‌ ବ୍ୟାନରରେ ନିର୍ମିତ ହୋଇଥିଲା ଏହି ଦୁଇ ଫିଲ୍ମ। ଏହାଛଡ଼ା ପ୍ରତାପ ସାମଲ ଆଗକୁ ଆଉ କିଛି ଫିଲ୍ମ ଯୋଜନା କରିଥିବାକୁ ଯୋଜନା କରିଥିବା ଜଣାପଡ଼ିଛି। ତାଙ୍କର ଓଲିଉଡ୍‌ ସହ ଲିଙ୍କ ସମ୍ପର୍କରେ ଅଧିକ ଖୋଳତାଡ଼ କରୁଛି ଭିଜିଲାନ୍ସ।

ସେପଟେ ରାଜ୍ୟ ସରକାର ଚାକିରିରୁ ନିଲମ୍ବିତ ହେରିଛନ୍ତି କୁବେର ପ୍ରତାପ ସାମଲକୁ। ପୂର୍ବରୁ ଅର୍ଥାତ ୨୦୦୧ ଜାନୁଆରୀରେ ମଧ୍ୟ ନିଲମ୍ବିତ ହୋଇଥିଲେ। ବାଲେଶ୍ୱର ଜିଲ୍ଲା ସୋର ଓ ଭଦ୍ରକ ଜିଲ୍ଲା ସିମୁଳିଆରେ ନିମ୍ନମାନର ରେଷ୍ଟ ରୁମ୍‌ କମ୍‌ ଟଏଲେଟ ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିଲା।

କୁବେର ପ୍ରତାପଙ୍କର ୧୪ କୋଟି ୮୭ ଲକ୍ଷର ଆୟ ବହିର୍ଭୂତ ସଂପତ୍ତି ଠାବ ହୋଇଛି। ଅର୍ଥାତ ତାଙ୍କ ଆୟଠାରୁ ୧୦୮୭ ଗୁଣ ଅଧିକ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ପ୍ରତାପ ସାମଲଙ୍କଠାରୁ ୨୫ଟି ପ୍ଲଟ୍‌ ଠାବ କରିଥିଲା ଭିଜିଲାନ୍ସ। ଯାହାର ମୂଲ୍ୟ ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ୍ୟୁଟି ମିଶାଇ ୩,୪୧,୫୮,୪୧୨ ଟଙ୍କା ହେବ। ଏହାବାଦ ଗୋଠପାଟଣାସ୍ଥିତ ପ୍ରତାପଙ୍କ ୫ ମହଲା ବିଶିଷ୍ଟ କୋଠାର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା ରହିଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଛି ୧ କୋଟି ୬୧ ଲକ୍ଷ ୩୫ ହଜାର ଟଙ୍କା । ପ୍ରତାପ ଓ ତାଙ୍କ ପରିବାର ନାଁରେ ୫୭ ଲକ୍ଷ ୭୨ ହଜାର ଟଙ୍କାର ବୀମା ରାଶି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story