Advertisment

ଆଇନ ଭାଙ୍ଗିଲେ ଆଇଆଇସି: କରୋନା କଟକଣା ସତ୍ତ୍ୱେ ଶ୍ରୀମନ୍ଦିରକୁ ପ୍ରବେଶ କଲେ ପୂରା ପରିବାର

ପୁରୀ(ଓଡ଼ିଶା ରିପୋର୍ଟର):ଆଇନ ଭାଙ୍ଗିଲେ ଆଇଆଇସି। କରୋନା କଟକଣା ସତ୍ତ୍ୱେ ପୁରୀ ଶ୍ରୀମନ୍ଦିରକୁ ପ୍ରବେଶ କଲେ ପୁଲିସ ବାବୁ। ହାବିଲଦାରଙ୍କ ବାରଣ ସତ୍ତ୍ୱେ ପୂରା ପରିବାର ସହ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଯାଜପୁର ଜିଲ୍ଲାର ବଡ଼ଚଣା ଆଇଆଇସି। ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି। ଏମାନେ ମହାପ୍ରଭୁଙ୍କୁ ଦର୍ଶନ କରିଥିବା ଜଣାପଡ଼ିଛି। ଭକ୍ତଙ୍କ ପ୍ରବେଶ କଟକଣା ସତ୍ତ୍ୱେ ଦର୍ଶନ ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି। ପରିବାରର ୫ ଜଣ ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ […]

ଅଦ୍ୟତନ ହୋଇଛି
ଆଇନ ଭାଙ୍ଗିଲେ ଆଇଆଇସି: କରୋନା କଟକଣା ସତ୍ତ୍ୱେ ଶ୍ରୀମନ୍ଦିରକୁ ପ୍ରବେଶ କଲେ ପୂରା ପରିବାର

srimandir

Advertisment

ପୁରୀ(ଓଡ଼ିଶା ରିପୋର୍ଟର):ଆଇନ ଭାଙ୍ଗିଲେ ଆଇଆଇସି। କରୋନା କଟକଣା ସତ୍ତ୍ୱେ ପୁରୀ ଶ୍ରୀମନ୍ଦିରକୁ ପ୍ରବେଶ କଲେ ପୁଲିସ ବାବୁ। ହାବିଲଦାରଙ୍କ ବାରଣ ସତ୍ତ୍ୱେ ପୂରା ପରିବାର ସହ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଯାଜପୁର ଜିଲ୍ଲାର ବଡ଼ଚଣା ଆଇଆଇସି। ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି। ଏମାନେ ମହାପ୍ରଭୁଙ୍କୁ ଦର୍ଶନ କରିଥିବା ଜଣାପଡ଼ିଛି।

Advertisment

ଭକ୍ତଙ୍କ ପ୍ରବେଶ କଟକଣା ସତ୍ତ୍ୱେ ଦର୍ଶନ ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି। ପରିବାରର ୫ ଜଣ ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିଥିବା ଜଣାପଡ଼ିଛି।

ଡ୍ୟୁଟିରେ ଥିବା ହାବିଲଦାରଙ୍କ କହିବା ଅନୁଯାୟୀ, ସେ ମନା କରିବା ସତ୍ତ୍ୱେ ଆଇଆଇସି ଜବରଦସ୍ତ ପ୍ରବେଶ କରିଥିଲେ। ସିଂହଦ୍ୱାର ଥାନାରେ ହାବିଲଦାରଙ୍କ ଏତଲା କ୍ରମେ ମାମଲା ରୁଜୁ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe