Advertisment

କାଳବୈଶାଖୀର ତାଣ୍ଡବ; ଉପୁଡ଼ିଲା ଗଛ, ଉଡ଼ିଲା ଘର ଛପର

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ଥୁଆପାଡ଼ି ପଞ୍ଚାୟତର ଥୁଆପାଡ଼ି ଓ ଘାଗୁଡ଼ିପଦର ଗାଁରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ଘର ଛପର ଉଡ଼ି ଯାଇଛି। ଏଥିସହ ଅନେକ ଘରର ଆଜବେଷ୍ଟସ ମଧ୍ୟ ଉଡ଼ିଯାଇଛି। ଗତକାଲି ରାତିରେ ଥୁଆପାଡ଼ି ଓ ଘାଗୁଡ଼ିପଦର ଗାଁରେ ପ୍ରବଳ ବେଗରେ ପବନ ସାଙ୍ଗକୁ ବର୍ଷା ହୋଇଥିଲା। ଫଳରେ ଏହି  ଦୁଇଟି ଗାଁର  ପ୍ରାୟ ୨୦ରୁ ଅଧିକ ଘର ଛପର […]

କାଳବୈଶାଖୀର ତାଣ୍ଡବ; ଉପୁଡ଼ିଲା ଗଛ, ଉଡ଼ିଲା ଘର ଛପର

rayagada

Advertisment

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ଥୁଆପାଡ଼ି ପଞ୍ଚାୟତର ଥୁଆପାଡ଼ି ଓ ଘାଗୁଡ଼ିପଦର ଗାଁରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ଘର ଛପର ଉଡ଼ି ଯାଇଛି। ଏଥିସହ ଅନେକ ଘରର ଆଜବେଷ୍ଟସ ମଧ୍ୟ ଉଡ଼ିଯାଇଛି।publive-image

Advertisment

ଗତକାଲି ରାତିରେ ଥୁଆପାଡ଼ି ଓ ଘାଗୁଡ଼ିପଦର ଗାଁରେ ପ୍ରବଳ ବେଗରେ ପବନ ସାଙ୍ଗକୁ ବର୍ଷା ହୋଇଥିଲା। ଫଳରେ ଏହି  ଦୁଇଟି ଗାଁର  ପ୍ରାୟ ୨୦ରୁ ଅଧିକ ଘର ଛପର ଓ ଆଜବେଷ୍ଟସ ଉଡ଼ି ଯାଇଛି। ଖବର ପାଇ ଆଜି ସକାଳେ ବିଷମକଟକ ରାଜସ୍ୱ ନିରୀକ୍ଷକ ପ୍ରଭାବିତ ଗାଁ ଗୁଡ଼ିକରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe