ଆଜି ଦେବସ୍ନାନ ପୂର୍ଣ୍ଣିମା। ଆଜି ୧୦୮ ଗରା ପବିତ୍ର ଜଳରେ ସ୍ନାନ କରିବେ ଶ୍ରୀଜିଉ। ଝୁଲି ଝୁଲି ସ୍ନାନବେଦୀକୁ ଆସିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ସ୍ନାନ ମଣ୍ଡପରେ ବିଜେ କଲେ ବଳଭଦ୍ର
ଆଜି ଦେବସ୍ନାନ ପୂର୍ଣ୍ଣିମା। ଆଜି ୧୦୮ ଗରା ପବିତ୍ର ଜଳରେ ସ୍ନାନ କରିବେ ଶ୍ରୀଜିଉ। ଝୁଲି ଝୁଲି ଆସୁଛନ୍ତି ବଳଭଦ୍ର।
Odisha
'ଦୋଷୀଙ୍କୁ ଆଦୌ ଛଡ଼ା ଯିବନି'
ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ମନ୍ତବ୍ୟ, କହିଲେ, ଏହି ଘଟଣାକୁ ନେଇ ସବୁ ପ୍ରକାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି, ଯିଏ ଦୋଷୀ ଥିବ, ତାଙ୍କ ପ୍ରତି କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ହେବ, ଦୋଷୀଙ୍କୁ ଆଦୌ ଛଡ଼ା ଯିବନି।
Odisha
ଦୁର୍ଘଟଣା ପାଇଁ ଦାୟୀ କିଏ ?
ଭାରତର ଅନ୍ୟତମ ବଡ଼ ଟ୍ରେନ ଦୁର୍ଘଟଣା ବାଲେଶ୍ୱର ବାହାନଗାରେ ଘଟିଛି। ଏହି ଦୁର୍ଘଟଣା ଯେତିକି ଭୟଙ୍କର ସେତିକି ହୃଦୟ ବିଦାରକ। ଆରମ୍ଭ ହୋଇଗଲା ରେଳ ରାଜନୀତି। ଦୁର୍ଘଟଣା ପାଇଁ ସରକାର ଦାୟୀ ବୋଲି କହିଲେ ବିରୋଧୀ।