୨ ବର୍ଷ ପରେ ପୁରୀରେ କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳି, ମିଳିଲା ଗ୍ରୀନ୍‌ ସିଗନାଲ

ପୁରୀ( ଓଡ଼ିଶା ରିପୋର୍ଟର): ଆସନ୍ତା ଅକ୍ଟୋବର ୧୦ତାରିଖରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ । କରୋନା କଟକଣା ଯୋଗୁଁ  ୨ ବର୍ଷ କାଳ ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିଥିବା ବେଳେ ପୁରୀ ଯିବାକୁ ହବିଷ୍ୟାଳୀଙ୍କୁ ବାରଣ କରାଯାଇଥିଲା। ହେଲେ ଚଳିତ ବର୍ଷ ସ୍ଥିତି ସାମାନ୍ୟ ଥିବାରୁ ଏଥର ହବିଷ୍ୟାଳିଙ୍କୁ ମିଳିଛି ଗ୍ରୀନ୍‌ ସିଗନାଲ । ୨ ବର୍ଷର ବ୍ୟବଧାନ ପରେ ଏଥର କାର୍ତ୍ତିକ ବ୍ରତ ଅବସରରେ ପ୍ରଶାସନ ପକ୍ଷରୁ ପୁରୀରେ ହବିଷ୍ୟାଳୀ ଶିବିର କରାଯିବ । […]

kartik

kartik

Niharika Rout
  • Published: Wednesday, 07 September 2022
  • Updated: 07 September 2022, 08:54 AM IST

Sports

Latest News

ପୁରୀ( ଓଡ଼ିଶା ରିପୋର୍ଟର): ଆସନ୍ତା ଅକ୍ଟୋବର ୧୦ତାରିଖରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ । କରୋନା କଟକଣା ଯୋଗୁଁ  ୨ ବର୍ଷ କାଳ ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିଥିବା ବେଳେ ପୁରୀ ଯିବାକୁ ହବିଷ୍ୟାଳୀଙ୍କୁ ବାରଣ କରାଯାଇଥିଲା। ହେଲେ ଚଳିତ ବର୍ଷ ସ୍ଥିତି ସାମାନ୍ୟ ଥିବାରୁ ଏଥର ହବିଷ୍ୟାଳିଙ୍କୁ ମିଳିଛି ଗ୍ରୀନ୍‌ ସିଗନାଲ । ୨ ବର୍ଷର ବ୍ୟବଧାନ ପରେ ଏଥର କାର୍ତ୍ତିକ ବ୍ରତ ଅବସରରେ ପ୍ରଶାସନ ପକ୍ଷରୁ ପୁରୀରେ ହବିଷ୍ୟାଳୀ ଶିବିର କରାଯିବ । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଥିବା କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପର୍ଯ୍ୟଟନ  ଅଧିକାରୀ, ପୂର୍ତ୍ତ ବିଭାଗ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଓ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଆୟୋଜିତ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା।  ବୈଠକର ନିଷ୍ପତ୍ତି ଅନୁଯାୟୀ,  କାର୍ତ୍ତିକ ବ୍ରତଧାରୀ କାର୍ତ୍ତିକ ବ୍ରତଠାରୁ ଏକ ମାସ ଧରି ନରେନ୍ଦ୍ର କୋଣରେ ଥିବା ବୃନ୍ଦାବତୀ ନିବାସରେ ରହିବେ। ଏହି ନିବାସରେ ପ୍ରାୟ ୨ ହଜାର ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଉଛି। ସେମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି।

ପ୍ରତିଦିନ ହବିଷ୍ୟାଳୀଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ସୁରକ୍ଷିତ ସ୍ନାନ ସହ ସୁରକ୍ଷା ବ୍ୟବସ୍ଥା ଏବଂ କାର୍ତ୍ତିକ ପୂରାଣ ପ୍ରବଚନର ବ୍ୟବସ୍ଥା କରାଯିବ ।  ନୂତନ ଗୃହରେ ଏହା କରାଯାଉଥିବାରୁ ବିଶେଷ ଦୃଷ୍ଟି ଦିଆଯାଉଛି । ସେଥିପାଇଁ ରେଜିଷ୍ଟ୍ରେସନ ଖୁବଶୀଘ୍ର ଆରମ୍ଭ କରାଯିବ  ବୋଲି କହିଛନ୍ତି ଜିଲ୍ଲାପାଳ।

ସୂଚନାଯୋଗ୍ୟ, ଗତ ୨ ବର୍ଷ କରୋନା ମହାମାରୀ ପାଇଁ କାର୍ତ୍ତିକ ମାସରେ  ପୁରୀ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳୀଙ୍କୁ ପରାମର୍ଶ ଦିଆଯାଇଥିଲା।  ଏପରିକି ବଡ଼ଦାଣ୍ଡରେ ଥିବା ଧର୍ମଶାଳା ଓ ଲଜ୍‌ରେ ହବିଷ୍ୟାଳିଙ୍କୁ ନ ରଖିବାକୁ ମଧ୍ୟ ତାଗିଦ କରିଥିଲା ପ୍ରଶାସନ । ତେଣୁ ୨ ବର୍ଷ କାଳ ସବୁ ଲଜ୍ ଓ ଧର୍ମଶାଳା ଖାଁ ଖାଁ ହୋଇଥିଲା। ବୟାସାଧିକ ହେତୁ ହବିଷ୍ୟାଳିଙ୍କୁ ଗହଳି ଭିତରକୁ ପୁରୀ ଆସିବାକୁ ବାରଣ କରାଯାଇଥିଲା । ଏହାସତ୍ତ୍ୱେ କାଳିଆ ଦର୍ଶନ ପାଇଁ କିଏ ବନ୍ଧୁ ବାନ୍ଧବଙ୍କ ଘରେ ତ କିଏ ଘର ଭଡ଼ା ନେଇ ରହୁଥିଲେ। ହେଲେ ଏଥର ସବୁ ସ୍ୱାଭାବିକ ଥିବାରୁ ପୁଣି ଥରେ ପୁରୀ ଯାଇ କାର୍ତ୍ତିକ ବ୍ରତ ପାଳନ କରିବାକୁ ଆଶା ରଖିଛନ୍ତି ହବିଷ୍ୟାଳୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story