ମାଆ ଲୋ’ ମୋ ପୁଅକୁ ଫେରାଇ ଦେ’...

କେନ୍ଦୁଝର (ପ୍ରଣୟ କୁମାର ପାଣି): ଘଟଗାଁ ବାସିନୀ ମାଆ ତାରିଣୀଙ୍କ ପୀଠରେ ଅଧିଆ ପଡ଼ିଛନ୍ତି ଜଣେ ବାପା। ଆଉ ହାତ ଯୋଡ଼ି ମାଆଙ୍କୁ କରୁଛନ୍ତି ଗୁହାରୀ। ମାଆ ଲୋ… ମୋ’ ପୁଅକୁ ଫେରାଇ ଆଣ? ପେଟ ପାଇଁ ଦାନା ଯୋଗାଡ କରିବାକୁ ଆସି ତୋ’ ମାଟିରେ(କେନ୍ଦୁଝର) ହଜିଗଲା। ତାକୁ ଫେରାଇ ଦେ’ ଲୋ’ ମାଆ। ଛଳ ଛଳ ଆଖିରେ ବୁଢ଼ା ବାପା ଜଣକ ଆଜି ମାଆ ତାରିଣୀଙ୍କ ପାଖରେ ଅଧିଆ ପଡ଼ି ଏମିତି ଗୁହାରୀ କରୁଥିବା ଦେଖିବାକୁ […]

Maa

Maa

Manoranjan Sial
  • Published: Saturday, 29 October 2022
  • Updated: 29 October 2022, 05:15 PM IST

Sports

Latest News

କେନ୍ଦୁଝର (ପ୍ରଣୟ କୁମାର ପାଣି): ଘଟଗାଁ ବାସିନୀ ମାଆ ତାରିଣୀଙ୍କ ପୀଠରେ ଅଧିଆ ପଡ଼ିଛନ୍ତି ଜଣେ ବାପା। ଆଉ ହାତ ଯୋଡ଼ି ମାଆଙ୍କୁ କରୁଛନ୍ତି ଗୁହାରୀ। ମାଆ ଲୋ... ମୋ’ ପୁଅକୁ ଫେରାଇ ଆଣ? ପେଟ ପାଇଁ ଦାନା ଯୋଗାଡ କରିବାକୁ ଆସି ତୋ’ ମାଟିରେ(କେନ୍ଦୁଝର) ହଜିଗଲା। ତାକୁ ଫେରାଇ ଦେ’ ଲୋ’ ମାଆ। ଛଳ ଛଳ ଆଖିରେ ବୁଢ଼ା ବାପା ଜଣକ ଆଜି ମାଆ ତାରିଣୀଙ୍କ ପାଖରେ ଅଧିଆ ପଡ଼ି ଏମିତି ଗୁହାରୀ କରୁଥିବା ଦେଖିବାକୁ ମିଳିଛି।

ପୂରା ଘଟଣାଟି ଏମିତି। ଆଜକୁ ୧୧ ଦିନ ତଳେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ମାଣିତ୍ରୀ ଗାଁର ରବୀନ୍ଦ୍ର କୁମାର ଦାସ କାମ କରିବା ପାଇଁ କୁରକୁଟା ଗ୍ରାମର ଠିକାଦାର କୁନା ବିଶ୍ଵାଳଙ୍କ ସହ କେନ୍ଦୁଝର ଜିଲ୍ଲା ବଡ଼ବିଲକୁ ଯାଇଥିଲେ। ଘରୁ ଆସିବାର ୩ ଦିନ ପରେ ସେ କେଉଁଆଡେ ନିଖୋଜ ହୋଇଯାଇଥିଲେ। ରବୀନ୍ଦ୍ରଙ୍କୁ ସାଥୀରେ ନେଇଥିବା ଠିକାଦାର କୁନା ବିଶ୍ଵାଳ ଏନେଇ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ। ତା’ପରେ ପରିବାର ଲୋକେ ବଡବିଲରେ ପହଞ୍ଚିଥିଲେ। ବହୁ ଖୋଜା ଖୋଜି କରିଥିଲେ। ମାତ୍ର ତାଙ୍କ ପତ୍ତା ପାଇନଥିଲେ। ସବୁଆଡୁ ନିରାଶ ହେବା ପରେ ପରିବାର ଲୋକେ ଏନେଇ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଆଜି ରବୀନ୍ଦ୍ରଙ୍କ ବାପା ହଗୁରୁ ଦାସ ମାଆ ତାରିଣୀଙ୍କ ପୀଠରେ ପହଞ୍ଚି ଥିଲେ। ମାଆଙ୍କ ପାଖରେ ଅଧିଆ ପଡ଼ିଛନ୍ତି। ହଜିଲା ପୁଅକୁ ଫେରାଇ ଆଣିବାକୁ ଗୁହାରୀ କରିଥିଲେ। ତାଙ୍କର ବିଶ୍ୱାସ ମାଆଙ୍କୁ ଆକୁଳ ଗୁହାରୀ କଲେ ପୁଅ ସୁସ୍ଥ ଅବସ୍ଥାରେ ଫେରିଆସିବ।

ଅନ୍ୟପକ୍ଷରେ ପରିବାର ଲୋକ ନିଖୋଜ ଥିବା ରବୀନ୍ଦ୍ରଙ୍କ ଫଟୋ ଜାରି କରିଛନ୍ତି। ଯଦି କୌଣସି ବ୍ୟକ୍ତି ରବୀନ୍ଦ୍ରଙ୍କ ସମ୍ପର୍କରେ ସୂଚନା ପାଆନ୍ତି, ତାହାହେଲେ 7683934461 ନମ୍ବରରେ ଜଣାଇବାକୁ ପରିବାର ଲୋକ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story