Advertisment

ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କୁ ଡିଜିପିଙ୍କ କଡ଼ା ଚେତାବନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ଡିଜିପି ଅଭୟ କଡ଼ା ଚେତାବନୀ ଦେଇଛନ୍ତି। କ୍ୱାରେଣ୍ଟାଇନ୍‌ ନିୟମ ମାନିବାକୁ ସେ ଟ୍ୱିଟ୍ ଯୋଗେ ସେମାନଙ୍କୁ ଅପିଲ୍ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ପ୍ରବାସୀ ଓଡ଼ିଆମାନେ କ୍ୱାରେଣ୍ଟାଇନ୍ ନିୟମ ନମାନିଲେ ଆଇନ୍ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଅନ୍ୟକୁ କ୍ଷତି ପହଞ୍ଚାଉଥିବା କୌଣସି ହରକତକୁ ବରଦାସ୍ତ କରାଯିବନି। ଆମ ଆତିଥେୟତାର ମାନେ ନୁହେଁ, ସବୁ ବଦମାସୀକୁ ବରଦାସ୍ତ କରାଯିବ। ନିୟମରେ କୌଣସି ବି ଅବହେଳା ହେଲେ […]

ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କୁ ଡିଜିପିଙ୍କ କଡ଼ା ଚେତାବନୀ

ABHAY

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ଡିଜିପି ଅଭୟ କଡ଼ା ଚେତାବନୀ ଦେଇଛନ୍ତି। କ୍ୱାରେଣ୍ଟାଇନ୍‌ ନିୟମ ମାନିବାକୁ ସେ ଟ୍ୱିଟ୍ ଯୋଗେ ସେମାନଙ୍କୁ ଅପିଲ୍ କରିଛନ୍ତି।

Advertisment

ସେ ଟ୍ୱିଟ କରି କହିଛନ୍ତି, “ପ୍ରବାସୀ ଓଡ଼ିଆମାନେ କ୍ୱାରେଣ୍ଟାଇନ୍ ନିୟମ ନମାନିଲେ ଆଇନ୍ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଅନ୍ୟକୁ କ୍ଷତି ପହଞ୍ଚାଉଥିବା କୌଣସି ହରକତକୁ ବରଦାସ୍ତ କରାଯିବନି। ଆମ ଆତିଥେୟତାର ମାନେ ନୁହେଁ, ସବୁ ବଦମାସୀକୁ ବରଦାସ୍ତ କରାଯିବ। ନିୟମରେ କୌଣସି ବି ଅବହେଳା ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।”

ସେହିପରି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ  ଓଡ଼ିଶା ଫେରୁଥିବା ପ୍ରବାସୀଙ୍କୁ କ୍ୱାରେଣ୍ଟିନ ନିୟମ ମାନିବାକୁ ଅପିଲ୍ କରିଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe