Advertisment

ସ୍ପେଶାଲ ଟ୍ରେନ୍‌ ଚାଲୁ କରିବାକୁ ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପୁନର୍ବାର ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲୁ କରିବାକୁ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ସେ ଚିଠିରେ ପ୍ରବାସୀ ଓଡ଼ିଆଙ୍କ ଜୀବନଜୀବିକା ପାଇଁ ପୁନର୍ବାର ଶ୍ରମିକ ସ୍ପେଶାଲ ଟ୍ରେଲ୍ ଚାଲୁ କରିବାକୁ ଅନୁରୋଧ କରିଛନ୍ତି। ଏହା ସହ ସେ ଚିଠିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ,  ଲକ୍‌ଡାଉନ୍‌ ପରେ ସବୁକିଛି ଧିରେ ଧିରେ ସ୍ୱାଭାବିକ ସ୍ଥିତିକୁ ଫେରୁଛି। ଲୋକେ ଏବେ କର୍ମକ୍ଷେତ୍ର ଆଡେ ମୁହାଁଉଛନ୍ତି। ଏପରି ସମୟରେ ଓଡ଼ିଶାରୁ […]

ଦେଶର ପ୍ରଦୂଷଣକୁ ହ୍ରାସ କରିବା ଦିଗରେ ସରକାରଙ୍କ ଆଉ ଏକ ପଦକ୍ଷେପ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Advertisment

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପୁନର୍ବାର ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲୁ କରିବାକୁ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ସେ ଚିଠିରେ ପ୍ରବାସୀ ଓଡ଼ିଆଙ୍କ ଜୀବନଜୀବିକା ପାଇଁ ପୁନର୍ବାର ଶ୍ରମିକ ସ୍ପେଶାଲ ଟ୍ରେଲ୍ ଚାଲୁ କରିବାକୁ ଅନୁରୋଧ କରିଛନ୍ତି।

Advertisment

ଏହା ସହ ସେ ଚିଠିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ,  ଲକ୍‌ଡାଉନ୍‌ ପରେ ସବୁକିଛି ଧିରେ ଧିରେ ସ୍ୱାଭାବିକ ସ୍ଥିତିକୁ ଫେରୁଛି। ଲୋକେ ଏବେ କର୍ମକ୍ଷେତ୍ର ଆଡେ ମୁହାଁଉଛନ୍ତି। ଏପରି ସମୟରେ ଓଡ଼ିଶାରୁ ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ରକୁ ସ୍ପେଶାଲ ଟ୍ରେନ୍ ଚାଲୁ କରାଯାଉ। ଟ୍ରେନ୍ ଚାଲିଲେ ପୁଣି ନିଜ ନିଜ କର୍ମକ୍ଷେତ୍ରକୁ ଯାଇପାରିବେ ଶ୍ରମିକ। ସେଠାରେ ପୁଣିଥରେ ସେମାନେ ନିଜ  ଜୀବିକା ଫେରି ପାଇବେ ବୋଲି ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର।

Dharmendra Pradhan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe