କନଷ୍ଟେବଳଙ୍କୁ ମନଇଚ୍ଛା ଗାଳିଗୁଲଜ କଲେ ଡାକ୍ତର! ଭିଡିଓ ଭାଇରାଲ୍

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ପୁଲିସ ଉପରେ ଦାଦାଗିରି ଦେଖାଇଲେ ଡାକ୍ତର। ତା’ ପୁଣି ଡ୍ୟୁଟି ସମୟରେ। ପାଟିକୁ ଯାହା ଆସିଲା ଗାଳିଗୁଲଜ କଲେ ଡାକ୍ତର। ଏସବୁ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଚିକିତ୍ସାଳୟର ପରିସର ଭିତରେ ଡାକ୍ତର ଜଣେ ପୁଲିସ କନଷ୍ଟେବଳଙ୍କୁ ଅଶାଳୀନ ବ୍ୟବହାର କରିବା ସହିତ ଅଭଦ୍ର ଭାଷାରେ ଗାଳି ଗୁଳଜ କରିଛନ୍ତି। ଏପରିକି ଡାକ୍ତର ଜଣକ ପୁଲିସ୍ କନଷ୍ଟେବଳଙ୍କ ଉପରକୁ ହାତ ମଧ୍ୟ ଉଠାଇଛନ୍ତି। ଏ ନେଇ କନଷ୍ଟେବଳ ଜଣକ ଡାକ୍ତର […]

police-

police-

Ranjit Kumar Jena
  • Published: Wednesday, 29 September 2021
  • Updated: 29 September 2021, 04:28 PM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ପୁଲିସ ଉପରେ ଦାଦାଗିରି ଦେଖାଇଲେ ଡାକ୍ତର। ତା' ପୁଣି ଡ୍ୟୁଟି ସମୟରେ। ପାଟିକୁ ଯାହା ଆସିଲା ଗାଳିଗୁଲଜ କଲେ ଡାକ୍ତର। ଏସବୁ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଚିକିତ୍ସାଳୟର ପରିସର ଭିତରେ ଡାକ୍ତର ଜଣେ ପୁଲିସ କନଷ୍ଟେବଳଙ୍କୁ ଅଶାଳୀନ ବ୍ୟବହାର କରିବା ସହିତ ଅଭଦ୍ର ଭାଷାରେ ଗାଳି ଗୁଳଜ କରିଛନ୍ତି। ଏପରିକି ଡାକ୍ତର ଜଣକ ପୁଲିସ୍ କନଷ୍ଟେବଳଙ୍କ ଉପରକୁ ହାତ ମଧ୍ୟ ଉଠାଇଛନ୍ତି। ଏ ନେଇ କନଷ୍ଟେବଳ ଜଣକ ଡାକ୍ତର ବାବୁଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି।

ପୁଲିସ୍ କନଷ୍ଟେବଳଙ୍କ ଉପରକୁ ହାତ ଉଠାଇଥିବା ଡାକ୍ତର ଜଣକ ହେଲେ ସ୍ୱାଧୀନ ରଥ। ଆଉ ଥାନାରେ ଅଭିଯୋଗ କରିଥିବା କନଷ୍ଟେବଳ ଜଣକ ହେଲେ ଧ୍ରୁବଚରଣ ବେହେରା। ଡାକ୍ତରବାବୁ କେଉଁଭଳି ପୁଲିସ୍ କନଷ୍ଟେବଳଙ୍କୁ ଗାଳିଗୁଲଜ କରୁଛନ୍ତି, ତାହା ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଡାକ୍ତର ଜଣକ ବାରମ୍ବାର ପୁଲିସ ଗାଡ଼ି ପାଖକୁ ଆସି କନଷ୍ଟେବଳଙ୍କୁ ମନଇଚ୍ଛା ଅଶ୍ଳୀଳ ଗାଳି ଗୁଳଜ କରିଛନ୍ତି। ଡାକ୍ତର ବାବୁଙ୍କୁ ଯେତେ ବୁଝାଇଲେ ସେ କିଛି ବି ଶୁଣିନଥିଲେ।

ପୁଲିସ କନଷ୍ଟେବଳଙ୍କୁ ଗାଳିଗୁଲଜ କରିବା ସମୟରେ ତାଙ୍କ ଉପରକୁ ହାତ ଉଠାଇବାକୁ ମଧ୍ୟ ପଛାଇ ନଥିଲେ ଡାକ୍ତର। ଏପରିକି କନଷ୍ଟେବଳ ଜଣକ ପିସିଆର୍ ଭ୍ୟାନର ଆଗ ସିଟରେ କାହିଁକି ବସୁଛନ୍ତି ବୋଲି ଡାକ୍ତର ଜଣକ ଯୁକ୍ତି କରିଥିଲେ। ଏହାରି ଭିତରେ ଡାକ୍ତର ଜଣକ କନଷ୍ଟେବଳଙ୍କୁ କୋଭିଡ-୧୯ର ନିୟମ ମଧ୍ୟ ଶିଖାଉଥିବା ଦେଖିବାକୁ ମିଳିଛି।

ତେବେ ସବୁଠାରୁ ବଡ଼ କଥା ପୁଲିସ ଆଗରେ ପୁଲିସକର୍ମୀଙ୍କୁ ମାରିବା ପାଇଁ ହାତ ଉଠାଇଛନ୍ତି ଡାକ୍ତର ବାବୁ। ଏ ନେଇ କନଷ୍ଟେବଳେ ଟାଉନ ଥାନାରେ ଡାକ୍ତର ସ୍ୱାଧୀନ ରଥଙ୍କ ନାଁରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଟାଉନ ଥାନାରେ ମାମଲା ରୁଜୁ କରାଯାଇଛି ଏବଂ ଏହାର ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି SDPO।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story