/odisha-reporter/media/post_attachments/uploads/2021/02/7vb.jpg)
7vb
ଢେଙ୍କାନାଳ( ଓଡ଼ିଶା ରିପୋର୍ଟର): ନାବାଳିକା ଦୁଷ୍କର୍ମକାରୀଙ୍କୁ ଛେଚିଲେ ଲୋକେ। ଢେଙ୍କାନାଳଜିଲ୍ଲା ହିନ୍ଦୋଳ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ୮ ବର୍ଷର ନାବାଳିକା ନିକଟସ୍ଥ ନଳକୂଅରୁ ପାଣି ଆଣୁଥିବା ବେଳେ ତାର ଦୂର ସଂପର୍କୀୟ ମାମୁ ତାକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛିା ପରେ ଲୋକଙ୍କ ହାବୁଡ଼ରେ ପଡ଼ିବାରୁ ତାକୁ ଲୋକେ ନିର୍ଧୁମ ଛେଚିବା ସହ ପୁଲିସରେ ଜିମା ଦେଇଛନ୍ତି। ନାବିଳିକାଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହିନ୍ଦୋଳ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
