ଧର୍ମଗଡ଼: ବାଇକ୍-ଟ୍ରକ ମୁହାଁମୁହିଁ ଧକ୍କା, ୨ ମୃତ

ଧର୍ମଗଡ଼: ଧର୍ମଗଡ଼ ବିଜମରାଠାରେ ଏକ ବାଇକ ଓ ଟ୍ରକ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଫଳରେ ଦୁଇଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଧର୍ମଗଡ଼ର ପିଙ୍କୁ ସାଗର ଏବଂ ପର୍ଲାର କ୍ରିଷ୍ଣା ମେହେର। ଯୁବକମାନେ ଜୟପାଟଣା ଅଭିମୁଖେ ଯାଉଥିବା ବେଳେ କଲିକତା ଆଡୁ ଆସୁଥିବା ଏକ ଆଳୁ ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ତେବେ […]

accident

accident

Rakesh Mallick
  • Published: Sunday, 08 November 2015
  • Updated: 08 November 2015, 01:59 PM IST

Sports

Latest News

ଧର୍ମଗଡ଼: ଧର୍ମଗଡ଼ ବିଜମରାଠାରେ ଏକ ବାଇକ ଓ ଟ୍ରକ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଫଳରେ ଦୁଇଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଧର୍ମଗଡ଼ର ପିଙ୍କୁ ସାଗର ଏବଂ ପର୍ଲାର କ୍ରିଷ୍ଣା ମେହେର।

ଯୁବକମାନେ ଜୟପାଟଣା ଅଭିମୁଖେ ଯାଉଥିବା ବେଳେ କଲିକତା ଆଡୁ ଆସୁଥିବା ଏକ ଆଳୁ ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ତେବେ ରତାମାଳ ନିକଟରେ ଟ୍ରକଟିକୁ ଜବତ କରାଯାଇଛି। ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story