Advertisment

ସରକାରୀ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ ସୋନୁ ପାଙ୍ଗି

ଏ ଦିବ୍ୟାଙ୍କ ବୁଢା ବାପାଙ୍କୁ ଦେଖନ୍ତୁ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସୋନୁ ପାଙ୍ଗି। ଗୋଟିଏ ହାତ ନାହିଁ। ଆଉ ବିଧବା ଭଉଣୀ ହିଁ ସାହାଭରସ। ଘରର ଅବସ୍ଥା ନ କହିଲେ ଭଲ। ଭଙ୍ଗା କୁଡିଆ, ପଲିଥିନ ତଳେ ବିତୁଛି ଏମାନଙ୍କ ଜୀବନ।

author-image
Manoj Swain

ଏ ଦିବ୍ୟାଙ୍ଗ ବୁଢା ବାପାଙ୍କୁ ଦେଖନ୍ତୁ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସୋନୁ ପାଙ୍ଗି। ଗୋଟିଏ ହାତ ନାହିଁ। ଆଉ ବିଧବା ଭଉଣୀ ହିଁ ସାହାଭରସା। ଘରର ଅବସ୍ଥା ନ କହିଲେ ଭଲ। ଭଙ୍ଗା କୁଡିଆ, ପଲିଥିନ ତଳେ ବିତୁଛି ଏମାନଙ୍କ ଜୀବନ। ହେଲେ ଏମାନଙ୍କ ଉପରେ ପଡୁଛି ନା ପ୍ରଶାସନର ନଜର ନା ସରକାରଙ୍କ ନଜର।

Advertisment
Malkangiri Odisha