ଏ ଦିବ୍ୟାଙ୍ଗ ବୁଢା ବାପାଙ୍କୁ ଦେଖନ୍ତୁ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସୋନୁ ପାଙ୍ଗି। ଗୋଟିଏ ହାତ ନାହିଁ। ଆଉ ବିଧବା ଭଉଣୀ ହିଁ ସାହାଭରସା। ଘରର ଅବସ୍ଥା ନ କହିଲେ ଭଲ। ଭଙ୍ଗା କୁଡିଆ, ପଲିଥିନ ତଳେ ବିତୁଛି ଏମାନଙ୍କ ଜୀବନ। ହେଲେ ଏମାନଙ୍କ ଉପରେ ପଡୁଛି ନା ପ୍ରଶାସନର ନଜର ନା ସରକାରଙ୍କ ନଜର।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ଅଜଣା ଲୋକଙ୍କ ପାଇଁ ଚାଲିଛି ଦଶାହ ପାଳନ
ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଉଦ୍ଧାର କରିଥିବା ସ୍ଥାନୀୟ ଲୋକମାନେ ଆଜି ମୁଣ୍ଡନ ହୋଇ ଦଶାହ ପାଳୁଛନ୍ତି। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଜୀବନ ହାରିଥିବା ଯାତ୍ରୀଙ୍କ ଆତ୍ମାର ଶାନ୍ତି ଓ ସଦଗତି ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ବାହାନଗାରେ ୩ ଦିନିଆ ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଚାଲିବ।
Odisha
ବାହାନଗା ଟ୍ରେନ୍ ଦୁର୍ଘଟଣା ମୃତକଙ୍କ ଆଜି ଦଶାହ
ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ଆୟୋଜିତ ହେବ ସର୍ବଧର୍ମ ପ୍ରାର୍ଥନା ସଭା ଓ ସମୂହ ଶ୍ରଦ୍ଧାଞ୍ଜଳି। ସେଥିପାଇଁ ଦୁର୍ଘଟଣାରେ ଉଦ୍ଧାର କରିଥିବା ସ୍ଥାନୀୟ ଲୋକମାନେ ଆଜି ମୁଣ୍ଡନ ହୋଇ ଦଶାହ ପାଳୁଛନ୍ତି।
Odisha
ବାହାନଗାରେ ସର୍ବଧର୍ମ ପ୍ରାର୍ଥନା ସଭା
ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ଆୟୋଜିତ ହେବ ସର୍ବଧର୍ମ ପ୍ରାର୍ଥନା ସଭା ଓ ସମୂହ ଶ୍ରଦ୍ଧାଂଜଳି।
Odisha
'ଦୁର୍ନୀତିକୁ ଓଡ଼ିଶାରେ ଲିଗାଲାଇଜ୍ କରାଯାଇଛି'
'ଦୁର୍ନୀତିମୁକ୍ତ ଓଡ଼ିଶା’ ଶୀର୍ଷକ ଆଲୋଚନାଚକ୍ରରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ବିସ୍ଫୋରକ ବୟାନ। କହିଲେ, ଦୁର୍ନୀତିକୁ ଓଡ଼ିଶାରେ ଲିଗାଲାଇଜ୍ କରାଯାଇଛି, ଯଦି ବିଧାୟକଙ୍କ ପାଣ୍ଠିରୁ ପିସି କାରବାର ହେବ, ଆମେ କାମ କରିବା ପାଇଁ ପିସି ନଦେଲେ ବିଲ୍ ପାସ୍ ହେବ ନାହିଁ, ଏହାଠାରୁ ବଡ଼ ଲଜ୍ଜାକର ଘଟଣା ଆଉ ନାହିଁ, ଦୁର୍ନୀତି ସବୁଆଡ଼େ ବ୍ୟାପି ଯାଇଛି।