Advertisment

ଜାଣିଦେଲେ କି ଅନୁଭବ ପାଇବେନି ଟିକେଟ୍ ?

ପ୍ରଥମେ ଛାଡ଼ପତ୍ର ପାଇଁ ନେହୁରା ହେଲେ। ଏବେ ମହିଳା ଭୋଟ ବ୍ୟାଙ୍କ କହି ଟାର୍ଗେଟ୍ କଲେ। ପୁରଷ ଏବଂ ମହିଳାଙ୍କୁ ଭୋଟବ୍ୟାଙ୍କ ପାଇଁ ଶୋଷଣ ଅନୁଚିତ କହିଲେ। ପୂରା ଆଭାସ ପାଇଗଲେଣି କି ସାଂସଦ ଅନୁଭବ ମହାନ୍ତି। ଏଥର କଣ ବିଜେଡି କାଟିଦେବ ତାଙ୍କ କେନ୍ଦ୍ରାପଡ଼ା ଟିକେଟ୍ ।

author-image
Manoj Swain

ପ୍ରଥମେ ଛାଡ଼ପତ୍ର ପାଇଁ ନେହୁରା ହେଲେ। ଏବେ ମହିଳା ଭୋଟ ବ୍ୟାଙ୍କ କହି ଟାର୍ଗେଟ୍ କଲେ। ପୁରଷ ଏବଂ ମହିଳାଙ୍କୁ ଭୋଟବ୍ୟାଙ୍କ ପାଇଁ ଶୋଷଣ ଅନୁଚିତ କହିଲେ। ପୂରା ଆଭାସ ପାଇଗଲେଣି କି ସାଂସଦ ଅନୁଭବ ମହାନ୍ତି। ଏଥର କଣ ବିଜେଡି କାଟିଦେବ ତାଙ୍କ କେନ୍ଦ୍ରାପଡ଼ା ଟିକେଟ୍।

Advertisment
Odisha Politics Anubhav Mohanty