Advertisment

ଭୁଲ ଜାଗାରେ ହାତ ମାରିଦେଲା କି ବିଜେଡି?

ସୋମବାର ବିଜେଡିର ମୁଖପାତ୍ରଙ୍କ ଏହି ବୟାନ ଲଗାଇଛି ନିଆଁ। ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଟାର୍ଗେଟ କରି ଏହି ବୟାନରେ ଉଠିଛି ଆନ୍ଧ୍ର ମଡେଲ କଥା। ତେବେ କାହିଁକି ଆନ୍ଧ୍ର ମଡେଲ କଥା ଉଠାଇ ପୃଥ୍ୱୀରାଜଙ୍କୁ ଟାଣିଲା ବିଜେଡି? ବ୍ୟକ୍ତିଗତ ଭାବରେ ଟାର୍ଗେଟ କରିବା ପରେ ଆନ୍ଧ୍ର ବିଧାନ ପରିଷଦ କଥା କହିବା ପଛର ରହସ୍ୟ କଣ? ଆନ୍ଧ୍ର ବିଧାନ ପରିଷଦ ସଭ୍ୟ ପଦ ପାଇଁ ଅର୍ଥ କାରବାର କଥା ଉଠାଇ ବିଜେଡି ତେରଛା ବାଣ ମାରିବା ପରେ ପୃଥ୍ୱୀରାଜ ନିଆଁବାଣ!

Odisha BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe