Advertisment

ହାତ ଟେକିଦେଲେ ସରକାର!

ଡ୍ରାଇଭର ବୋଲି ହେୟ ଜ୍ଞାନ କରୁଥିଲେ। ଯେଉଁ ସଂଘ ଡ୍ରାଇଭର ଆନ୍ଦୋଳନକୁ ବିରୋଧ କରୁଥିଲେ ସେମାନେ ଏବେ ଅକଳରେ ପଡିଛନ୍ତି। ପରୋକ୍ଷରେ ସେମାନଙ୍କର ଆନ୍ଦୋଳନ ପ୍ରତି ଏକ ବଡ ସମର୍ଥନ ଥିବା ଦେଖିବାକୁ ମିଳିଛି। ଦେଖନ୍ତୁ ଏହି ଦୃଶ୍ୟ। ଏନଏଚ ୧୬ରେ ୧୦ କିଲୋମିଟର ଯାଏ ଲମ୍ବିଛି ଭାରିଯାନ। ମାଲବାହୀ ଗାଡ଼ି ସବୁ ୨ ଦିନ ହେଲାଣି ଛିଡ଼ା ହୋଇ ରହିଛି। ବରମୁଣ୍ଡା ବସଷ୍ଟାଣ୍ଡରେ ଓଡିଶା ବନ୍ଦର ଭ୍ରମ ସୃଷ୍ଟି ହୋଇଛି। ଚକ ପାଦେ ଆଗକୁ ଗଡ଼ି ପାରୁନି। କଟକ ବାଦାମବାଡ଼ି, ପୁରୀ ବସଷ୍ଟାଣ୍ଡ, ସମ୍ବଲପୁରଠାରୁ ରାଉରକେଲା ସମସ୍ତ ବସଷ୍ଟାଣ୍ଡରେ କାଉ ଉଡୁଛନ୍ତି।

Odisha Odisha Transport Drivers Strike Goods Vehicle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe