ଉତ୍ତର ଦେଇ ପାରୁନାହାଁନ୍ତି, ମନ୍ତ୍ରୀ କରିଦେବେ ! | Odisha Reporter
ନବ ଦାସଙ୍କୁ ଗୋପାଳ ଦାସ କାହିଁକି ମାରିଲା? ଏଯାଏଁ ଏ ପ୍ରଶ୍ନର ଉତ୍ତର ଦେଇ ପାରିଲେନି ରାଜ୍ୟ ସରକାର। ପରିବାର କିଛି କହିବା ଆଗରୁ ଦୀପାଳିଙ୍କୁ ଟିକେଟ୍ ଦେଇଦେଲେ। ବିରୋଧୀ ନିର୍ବାଚନରେ ଅନେକ ତମ୍ବିତୋଫାନ କଲେ। ବିରୋଧୀଙ୍କ ଏତେ ପ୍ରଶ୍ନ ସତ୍ତ୍ୱେ ଶେଷରେ ଜିତିଗଲେ ଦୀପାଳି। ଏବେ ହତ୍ୟାର ଚାର୍ଜସିଟ୍ ଆସିବା ପୂର୍ବରୁ ଦିପାଳୀଙ୍କୁ ମନ୍ତ୍ରୀ କରି ଦେଇପାରନ୍ତି ସରକାର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
