Advertisment

ଏମିତି ଚୋରି କେବେ ଦେଖି ନଥିବେ

ସିସିଟିଭିରେ କଏଦ ଏ ଚୋରି ଆପଣ ଆଗରୁ କେବେ ଦେଖି ନଥିବେ। ବାଇକର ଡିକି ଭାଙ୍ଗି ଦୁର୍ବୃତ୍ତ ଚୋରି କରି ନେଉଥିବାର ଅନେକ ଖବର ଆପଣ ଶୁଣିଥିବେ। ହେଲେ ଏବେ ସେମିତି ଏକ ଚୋରି ବେଳର ଲାଇଭ ଦୃଶ୍ୟ ଦେଖନ୍ତୁ। ଭଦ୍ରକ ଜିଲ୍ଲା ଟାଉନ ଥାନା ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଛକରେ ଜଣେ ବ୍ୟକ୍ତି ଲୁଟର ଶିକାର ହୋଇଛନ୍ତି। ସେ ପୁଣି ପାଞ୍ଚ କି ଦଶ ହଜାର ଟଙ୍କା ନୁହେଁ। ଗାଡ଼ି ଡିକି ଖୋଲି ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

author-image
Debendra Prusty

Loot CCTV Footage Odisha