Advertisment

୯୦୦ ଫୁଟ ତଳେ ଛାଡିଲା ଶେଷ ନିଃଶ୍ୱାସ

ସୁନ୍ଦରଗଡ଼ ଜିଲ୍ଲା କାଲଟା ଅଞ୍ଚଳର ଲୋପା ମୁଣ୍ଡା। ରବିବାର ନିଜ ସାଙ୍ଗ ସହ ବରସୁଆଁରେ ଥିବା ଜଣେ ବନ୍ଧୁଙ୍କ ଘରକୁ ବୁଲିବାକୁ ଆସିଥିଲେ। ସେଠାରୁ ସେମାନେ ବରସୁଆଁ ନିକଟ ଖଣ୍ଡାଧାର ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ପରେ ପ୍ୟାଣ୍ଟ ପିନ୍ଧୁଥିବା ସମୟରେ ଲୋପା ମୁଣ୍ଡାଙ୍କ ଗୋଡ଼ ପଥରରେ ଖସିଯାଇଥିଲା। ସେ ୮୦୦ରୁ ୯୦୦ ମିଟର ତଳକୁ ଖସିପଡ଼ି ଏକ ପଥର କୋରଡ଼ରେ ରହି ଯାଇଥିଲେ।

Khandadhar Odisha Sundergarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe