ବ୍ରହ୍ମଗିରି ବିଜେଡିରେ ଫାଟ !

ବ୍ରହ୍ମଗିରି(ରବିନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରି ବିଜେଡିରେ କନ୍ଦଳ ଦେଖିବାକୁ ମିଳିଛି। ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ନେଇ ବ୍ରହ୍ମଗିରି ବିଜେଡିରେ ଥିବା ବିବାଦ ପଦାରେ ପଡ଼ିଛି। ବ୍ରହ୍ମଗିରିର ବରିଷ୍ଠ ବିଜେଡି ନେତା ଓ କର୍ମୀ ବିଧାୟକଙ୍କୁ ବିରୋଧ କରିଛନ୍ତି। ଗତକାଲି ସଞ୍ଜୟ ଦାସବର୍ମାଙ୍କ ବିରୋଧ କରି ଦଳର ଛାମୁଆ ନେତା ଏକ ପ୍ରେସମିଟ୍ କରିଛନ୍ତି। ଏହାସହ ବିଧାୟକଙ୍କ ବିରୋଧରେ ଆଗାମୀ ଦିନରେ ଏକ ପ୍ରତିବାଦ ସମାବେଶ ଡକାଯିବ ବୋଲି ଏହି ନେତାମାନେ […]

bjd

bjd

Rakesh Mallick
  • Published: Monday, 04 February 2019
  • Updated: 04 February 2019, 06:55 PM IST

Sports

Latest News

ବ୍ରହ୍ମଗିରି(ରବିନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରି ବିଜେଡିରେ କନ୍ଦଳ ଦେଖିବାକୁ ମିଳିଛି। ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ନେଇ ବ୍ରହ୍ମଗିରି ବିଜେଡିରେ ଥିବା ବିବାଦ ପଦାରେ ପଡ଼ିଛି।

ବ୍ରହ୍ମଗିରିର ବରିଷ୍ଠ ବିଜେଡି ନେତା ଓ କର୍ମୀ ବିଧାୟକଙ୍କୁ ବିରୋଧ କରିଛନ୍ତି। ଗତକାଲି ସଞ୍ଜୟ ଦାସବର୍ମାଙ୍କ ବିରୋଧ କରି ଦଳର ଛାମୁଆ ନେତା ଏକ ପ୍ରେସମିଟ୍ କରିଛନ୍ତି। ଏହାସହ ବିଧାୟକଙ୍କ ବିରୋଧରେ ଆଗାମୀ ଦିନରେ ଏକ ପ୍ରତିବାଦ ସମାବେଶ ଡକାଯିବ ବୋଲି ଏହି ନେତାମାନେ କହିଛନ୍ତି। ଏହାସହ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ସୂଚନା ଦେଇଛନ୍ତି।

ବିଧାୟକ ସଞ୍ଜୟ ଦାସବର୍ମା କାମ ବଦଳରେ କେବଳ ଫଳକ ମରା ରାଜନୀତି କରୁଥିବା ସେମାନେ ଅଭିଯୋଗ କରିଛନ୍ତି।

ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରସନ୍ନ କୁମାର ବରାଳ କହିଛନ୍ତି, “ଅଞ୍ଚଳର ବିକାଶ ପାଇଁ ବାରମ୍ୱାର ଅବଗତ କରାଯାଇଥିଲେ ମଧ୍ୟ ବିଧାୟକ ମହୋଦୟ କର୍ଣ୍ଣପାତ କରୁ ନାହାନ୍ତି। ତେଣୁ ଆମ ଅଞ୍ଚଳର ସ୍ୱାର୍ଥ ଏବଂ ସାଧାରଣ ଜନତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କୁ ଏହି ଦାବି ଗୁଡ଼ିକ ପୋଷ୍ଟାଲ ଜରିଆରେ ଜଣାଇବୁ। ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ବିଧାୟକ ପ୍ରତିଶ୍ରୁତିବଦ୍ଧ ହୋଇଥିବାରୁ ସଚେତନ ରହି ତାକୁ କାର୍ଯ୍ୟକରୀ କରନ୍ତୁ।”

ସେ ଆହୁରି କହିଛନ୍ତି ଯେ, ଆମେ ଦଳୀୟ ହାଇକମାଣ୍ଡଙ୍କ ଦୃଷ୍ଟିକୁ ଆଣିବା ପାଇଁ ଏହି କାର୍ଯ୍ୟକ୍ରମ ଜାରି ରଖିଛୁ। ଯଦି ଏହା ତାଙ୍କ ଦୃଷ୍ଟିକୁ ଆସି ନଥିବା ତେବେ ଏକ ବ୍ଲକସ୍ତରୀୟ କର୍ମୀସେବା କରି ପ୍ରତିବାଦ ମାଧ୍ୟମରେ ତାଙ୍କୁ ଅବଗତ କରିବୁ ବୋଲି ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story