କୋଣାର୍କ: ଆଲୋକର ପର୍ବ ଦୀପାବଳିକୁ ଆନନ୍ଦ ଉଲ୍ଲାସର ପାଳିଛନ୍ତି ବିଦେଶୀ ପର୍ଯ୍ୟଟକ। କୋଣାର୍କ- ପୁରୀ ରୋଡର ଲୋଟସ ରିସର୍ଟ ପରିସରରେ ୮ଟି ଦେଶର ୨୫ରୁ ଅଧିକ ବିଦେଶୀ ପର୍ଯ୍ୟଟକ ଦୀପାବଳି ମନାଇଛନ୍ତି। ସେମାନେ ବାଣ ନ ଫୁଟାଇ ଦୀପ ଲଗାଇ,କାଉଁରିଆ ଜଳାଇବା ସହ ପରସ୍ପରକୁ ମିଠା ଖୁଆଇଥିଲେ। ପରିବେଶକୁ ସ୍ୱଚ୍ଛ ରଖିବା ସହ ସେମାନେ ପ୍ରଦୂଷଣମୁକ୍ତ ଦୀପାବଳି ପାଳନ କରିଥିଲେ। ଦୀର୍ଘ ୯ବର୍ଷ ଧରି ଏହି ରିସର୍ଟରେ ବିଦେଶୀମାନେ ଦୀପାବଳି ପାଳନ କରୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
