Advertisment

ଡିଏନଏ କହିବ ରକ୍ତ ସମ୍ପର୍କ

ଆଜି ଭୁବନେଶ୍ୱର ଏମସରେ ଏକ ଡିଏନଏ ଟେଷ୍ଟିଂ ସେଂଟର ଖୋଲିଛି, ଯେଉଁଠି ସମ୍ପର୍କୀୟମାନେ ନିଜର ଡିଏନଏ ନମୂନା ପରୀକ୍ଷା କରିପାରିବେ ।

Advertisment

ବାଲେଶ୍ୱର ଜିଲ୍ଲାର ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏବେବି ବହୁତ ଯାତ୍ରୀଙ୍କ ପରିଚୟ ମିଳିପାରିନି । ଭୁବନେଶ୍ୱରର ୬ଟି ହସ୍ପିଟାଲରେ ଏହି ଶବକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷିତ କରି ରଖାଯାଇଛି ଓ ସେମାନଙ୍କ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ରେଳବାଇ ବିଭାଗ ପକ୍ଷରୁ ୮ଟି ରାଜ୍ୟରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ତେବେ ବାୟୋମେଟ୍ରିକ ଡିଭାଇସ୍ ସ୍କାନିଂ(ଆଧାର)କୁ ଉପଯୋଗ କରି କାହିଁକି ଶବ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉନି ସେ ନେଇ ସାଧାରଣରେ ଚର୍ଚ୍ଚା ଚାଲିଥିବାବେଳେ ଆଜି ଭୁବନେଶ୍ୱର ଏମସରେ ଏକ ଡିଏନଏ ଟେଷ୍ଟିଂ ସେଂଟର ଖୋଲିଛି, ଯେଉଁଠି ସମ୍ପର୍କୀୟମାନେ ନିଜର ଡିଏନଏ ନମୂନା ପରୀକ୍ଷା କରିପାରିବେ ।

Advertisment
Train Accident Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe