Advertisment

ଏ ଫୁଲକୁ ଶୁଙ୍ଘିବା ମନା!

ଏ ଏମିତି ଏକ ଫୁଲ ଯାହାକୁ ଶୁଙ୍ଘିଲେ ଶ୍ୱାସ ରୋଗୀର ଶ୍ୱାସ ଆହୁରି ଦଶଗୁଣ ବଢ଼ିଯିବ। ପିଲା ଏହାକୁ ନାକରେ ଶୁଙ୍ଗିଲେ ବିପଦ। ଏହି ଗଛ ପତ୍ରରେ ଥିବା ଆଲକାଲଏଡ୍ ଦେହରେ ଲାଗିଲେ ଦେହ କୁଣ୍ଡାଇ ହୁଏ। ଗାଈ ଯଦି ଏହାକୁ ଖାଇଦିଏ ତେବେ କ୍ଷୀର ପିତା ହୋଇଯାଏ। ଅଧିକ ଖାଇଲେ ଗାଈର ମୃତ୍ୟୁ ବି ଘଟିପାରେ। ଏହାକୁ ସଂପୂର୍ଣ୍ଣ ହଟାଇ ହେବନି କେବଳ ଏହାର ନିରାକରଣ ସମ୍ଭବ ବୋଲି କୃଷି ବିଜ୍ଞାନୀମାନଙ୍କ ମତ। ଏ ହେଲା ଗାଜର ଘାସ ବା ପାର୍ଥେନିୟମ ପ୍ଲାଣ୍ଟ। କୋଳଥ, ସୂର୍ଯ୍ୟମୁଖୀ, ସୋରିଷ ବିଲରେ ଏ ଗଛ ଉଠିଲେ ଅନ୍ୟ ଗଛ ବଢ଼ିବା ବନ୍ଦ ହୋଇଯାଏ।

Flower Parthenium Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe