‘ଭୋଟ ଦେଇ ମର୍ଡର ପାଇଁ ମୌକା ଦିଅ ନାହିଁ’ | Odisha Reporter
ମନ୍ତ୍ରୀଙ୍କୁ ପୋଲିସ ଗୁଳି କରି ହତ୍ୟା କରିଦେଲା। କାହିଁକି ହତ୍ୟା କଲା ଜଣାନାହିଁ। ତେଣୁ ବିଜେଡିକୁ ଭୋଟ ଦେଇ ଆଉ ଗୋଟେ ମର୍ଡର ପାଇଁ ମୌକା ଦିଅନାହିଁ ବୋଲି ଝାରସୁଗୁଡ଼ାବାସୀଙ୍କୁ କହିଲେ ସାଂସଦ ଜୁଏଲ ଓରାମ।
Advertisment
‘ଭୋଟ ଦେଇ ମର୍ଡର ପାଇଁ ମୌକା ଦିଅ ନାହିଁ’ | Odisha Reporter