Advertisment

ମହିଳାଙ୍କ ୟୁଟ୍ରସ୍‌ ଅପରେସନ କରି ଅଧାରୁ ହାତ ଟେକି ଦେଲେ ଡାକ୍ତର

ମହିଳାଙ୍କ ୟୁଟ୍ରସ୍‌ ଅପରେସନ କରି ଅଧାରୁ ହାତ ଟେକି ଦେଲେ ଡାକ୍ତର। ଆଉ କହିଲେ, ମୁଁ ଅପରେସନ୍‌ କରିପାରିବି ନାହିଁ, କଟକ ନେଇଯାଅ। ଚିକିତ୍ସା ସେବାର ଏପରି ବିକଳ ଚିତ୍ର ଆସିଛି ବାଲେଶ୍ୱର ଟାଉନ୍‌ରୁ। ଏନେଇ ମହିଳାଙ୍କ ସ୍ୱାମୀ ରଞ୍ଜନ କୁମାର ବିଶ୍ୱାର ଥାନାରେ ଅଭିଯୋଗ କରିଛନ୍ତି।

author-image
Manoj Swain

ମହିଳାଙ୍କ ୟୁଟ୍ରସ୍‌ ଅପରେସନ କରି ଅଧାରୁ ହାତ ଟେକି ଦେଲେ ଡାକ୍ତର। ଆଉ କହିଲେ, ମୁଁ ଅପରେସନ୍‌ କରିପାରିବି ନାହିଁ, କଟକ ନେଇଯାଅ। ଚିକିତ୍ସା ସେବାର ଏପରି ବିକଳ ଚିତ୍ର ଆସିଛି ବାଲେଶ୍ୱର ଟାଉନ୍‌ରୁ। ଏନେଇ ମହିଳାଙ୍କ ସ୍ୱାମୀ ରଞ୍ଜନ କୁମାର ବିଶ୍ୱାଳ ଥାନାରେ ଅଭିଯୋଗ କରିଛନ୍ତି।

Advertisment
Odisha Balasore Patient