ସେଦିନ ଡାକ୍ତର ବାବୁଙ୍କ ହାତ ଥରୁଥିଲା | Listen From The Doctors Who Treated Balsaore Accident Victims
Advertisment
ରକ୍ତରେ ଭାସୁଥିଲା ହସ୍ପିଟାଲ ପରିସର, ଆଉ ଶୁଭୁଥୁଲା ଚିତ୍କାର। ଶୁକ୍ରବାର ସଂଧ୍ୟାର ଦୃଶ୍ୟ ଥିଲା ବେଶ ହୃଦୟ ବିଦାରକ। ଷ୍ଟ୍ରେଚରର ଲାଗିଥିଲା ଲମ୍ୱା ଲାଇନ। ସମସ୍ତେ ନିଜ ଜୀବନ ବଞ୍ଚାଇବା ପାଇଁ ନେହୁରା ହେଉଥିଲେ। କାହା ପାଖରେ କିଛି ଶୁଣିବା କି ବୁଝିବା ପାଇଁ ସମୟ ନଥିଲା। ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଥିଲା ସମସ୍ତଙ୍କ ଜୀବନ ବଞ୍ଚାଇବା। ଆଉ ଏହି ସମୟରେ ଦେବଦୂତ ସାଜିଥିଲେ ବାଲେଶ୍ୱର ହସ୍ପିଟାଲର ଡାକ୍ତର, ଫାର୍ମାସିଷ୍ଟ ଓ ନର୍ସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us