ଜୀବନ ନେଇଗଲା ଭୁଲ୍‌ ଇଞ୍ଜେକ୍‌ସନ ! ଡାକ୍ତରଙ୍କ ଘର ଭଙ୍ଗାରୁଜା

ପାଟକୁରା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ଭୁଲ୍‌ ଇଞ୍ଜେକ୍‌ସନ୍‌ ଦିଆଯିବା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ। “ଆମ ବୋହୂ ସକାଳୁ ଅସୁସ୍ଥ ଥିଲା। କୌଣସି କାରଣରୁ ତା’ର ବାନ୍ତି ହେଉଥିଲା। ଆମେ ତାକୁ ଆଣି ବରାଳ ସାର୍‌ଙ୍କୁ ଦେଖାଇଲୁ। ଡାକ୍ତର ବାବୁଙ୍କ ପରାମର୍ଶ କ୍ରମେ ନିକଟବର୍ତ୍ତୀ ଲ୍ୟାବ୍‌ରେ ପରୀକ୍ଷା କରାଇବା ପରେ ଡାକ୍ତର ନିଜେ ଇଞ୍ଜେକ୍‌ସନ୍‌ ଦେଇଥିଲେ।” କେନ୍ଦ୍ରାପଡ଼ା […]

e4

e4

Mihir Pattnayak
  • Published: Monday, 27 August 2018
  • Updated: 27 August 2018, 12:39 PM IST

Sports

Latest News

ପାଟକୁରା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ଭୁଲ୍‌ ଇଞ୍ଜେକ୍‌ସନ୍‌ ଦିଆଯିବା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ।

“ଆମ ବୋହୂ ସକାଳୁ ଅସୁସ୍ଥ ଥିଲା। କୌଣସି କାରଣରୁ ତା’ର ବାନ୍ତି ହେଉଥିଲା। ଆମେ ତାକୁ ଆଣି ବରାଳ ସାର୍‌ଙ୍କୁ ଦେଖାଇଲୁ। ଡାକ୍ତର ବାବୁଙ୍କ ପରାମର୍ଶ କ୍ରମେ ନିକଟବର୍ତ୍ତୀ ଲ୍ୟାବ୍‌ରେ ପରୀକ୍ଷା କରାଇବା ପରେ ଡାକ୍ତର ନିଜେ ଇଞ୍ଜେକ୍‌ସନ୍‌ ଦେଇଥିଲେ।”

କେନ୍ଦ୍ରାପଡ଼ା ପୋଷ୍ଟ ଅଫିସ୍‌ ଲେନ୍‌ରେ ରହୁଥିବା ଖାଦିମ୍‌ ବକ୍ସ ଏମିତି ଅଭିଯୋଗ କରିଛନ୍ତି। ଡାକ୍ତରଙ୍କ ଭୁଲ୍‌ ଇଞ୍ଜେକସନ୍‌ ଯୋଗୁ ତାଙ୍କ ବୋହୂ ତକ୍ସିମା ଫରିମ୍‌ଙ୍କ ମୃତ୍ୟୁ ଘଟିଛି ବୋଲି ସେ କହିଛନ୍ତି।

ଖାଦିମ୍‌ କହିଛନ୍ତି ଯେ- “ଡାକ୍ତର କୁଳମଣୀ ବରାଳ ରିପୋର୍ଟ ଦେଖିବା ପରେ ବୋହୂକୁ ଇଞ୍ଜେକସନ୍‌ ଦେଇଥିଲେ ଏବଂ ଘରକୁ ନେଇଯିବା ପାଇଁ କହିଥିଲେ। ଘରକୁ ଯିବାପରେ ତକ୍ସିମା ଖଟରେ ଶୋଇଥିଲେ ଆଉ ତା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଆମେ ଡାକ୍ତରଙ୍କୁ ଘରକୁ ଆସିବାକୁ କହିଥିଲେ ବି ସେ ଆସି ନ ଥିଲେ।”

ଏହି ଘଟଣା ପରେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ କ୍ଲିନିକ ଭଂଗାରୁଜା କରିଥିଲେ। ମେଡିକାଲ ରୋଡ଼ଠାରେ ଥିବା ତାଙ୍କ କ୍ଲିନିକ୍‌କୁ ଯାଇ ଚେୟାର ଟେବୁଲ୍‌ ଫିଙ୍ଗି ଫୋପାଡ଼ି ଭାଙ୍ଗିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ଭାଳିଥିଲା। ଏ ସଂପର୍କରେ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିନାହିଁ।

ମୃତକଙ୍କ ପରିବାର ଲୋକେ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ପୀଡ଼ିତଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story