Advertisment

ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି

କଟକ ବଡ଼ ମେଡିକାଲ ଏସସିବିରେ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି। ଜଣେ ଯୁବକଙ୍କ ଡାହାଣ ହାତରେ ଲାଗିଛି ଗୋଡ଼ ଆଙ୍ଗୁଠି। ଏଭଳି ଅସ୍ତ୍ରୋପଚାର ଓଡ଼ିଶାରେ ପ୍ରଥମ ବୋଲି ଜଣାପଡ଼ିଛି। ଏଭଳି ବିରଳ ଅସ୍ତ୍ରୋପଚାର କରିଛନ୍ତି କଟକ ବଡ଼ ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ନାୟକ।

author-image
Manoj Swain