ବିଜେଡିର ଭରସା ଯାଜପୁର ନେତା | Odisha Reporter
Advertisment
ଯାଜପୁରର ୫ ନେତାଙ୍କୁ ମିଳିଲା ୮ ଜିଲ୍ଲାର ଦାୟିତ୍ୱ। ବବି, ପ୍ରଣବ, ବିଜୟ, ପ୍ରମିଳା ଓ ପ୍ରୀତି ହେଲେ ପର୍ଯ୍ୟବେକ୍ଷକ। କିଛି ଜିଲ୍ଲାର ନେତା ତାଲିକାରେ ନଥିବା ବେଳେ ଯାଜପୁରକୁ ଅଧିକ ଗୁରୁତ୍ୱ ନେଇ ଚର୍ଚ୍ଚା। ବିଜେଡିରେ ଏବେ ଯାଜପୁର ନେତାଙ୍କ ଦବଦବା ଅଛି କି?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us