Advertisment

'ମୋ ସରକାର' ନା ଶୂନ ସରକାର?

ଉଚ୍ଚଶିକ୍ଷା ବିଭାଗରେ କେମିତି ଚାଳିଛି 'ମୋ ସରକାର'? ୩ ବର୍ଷରେ ନୋଡାଲ ଅଫିସରଙ୍କ ପରିଦର୍ଶନ ସଂଖ୍ୟା ଶୂନ। କେବଳ ଫର୍ମାଟ ପୂରଣ କରିବାରେ ଚାଲିଛି 'ମୋ ସରକାର'। ୧୫ଟି ପ୍ରସଙ୍ଗରେ ଫୋନରେ ବି ନିଆଯାଇପାରୁନି ମତ!

author-image
Debendra Prusty

ଉଚ୍ଚଶିକ୍ଷା ବିଭାଗରେ କେମିତି ଚାଳିଛି 'ମୋ ସରକାର'? ୩ ବର୍ଷରେ ନୋଡାଲ ଅଫିସରଙ୍କ ପରିଦର୍ଶନ ସଂଖ୍ୟା ଶୂନ। କେବଳ ଫର୍ମାଟ ପୂରଣ କରିବାରେ ଚାଲିଛି 'ମୋ ସରକାର'। ୧୫ଟି ପ୍ରସଙ୍ଗରେ ଫୋନରେ ବି ନିଆଯାଇପାରୁନି ମତ!

Advertisment
Odisha Odisha Education Mo Sarkar