ଉଚ୍ଚଶିକ୍ଷା ବିଭାଗରେ କେମିତି ଚାଳିଛି 'ମୋ ସରକାର'? ୩ ବର୍ଷରେ ନୋଡାଲ ଅଫିସରଙ୍କ ପରିଦର୍ଶନ ସଂଖ୍ୟା ଶୂନ। କେବଳ ଫର୍ମାଟ ପୂରଣ କରିବାରେ ଚାଲିଛି 'ମୋ ସରକାର'। ୧୫ଟି ପ୍ରସଙ୍ଗରେ ଫୋନରେ ବି ନିଆଯାଇପାରୁନି ମତ!