Advertisment

ଏସଏଚଜି ଋଣ ଜୀବିକା ସୃଷ୍ଟି କରୁଛି?

ଉତ୍ପାଦକ କାର୍ଯ୍ୟ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମିଳୁଛି ଋଣ। ବ୍ୟାଙ୍କ ଋଣରେ ସୁଧ ରିହାତି ଦେଉଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। କୃଷି ଓ ଅଣକୃଷି ଜୀବିକା କାର୍ଯ୍ୟକ୍ରମ ପାଇଁ ମିଳୁଛି ଆର୍ଥିକ ସହାୟତା। ହେଲେ ଏହି ଟଙ୍କା ଜୀବିକା ସୃଷ୍ଟି କାର୍ଯ୍ୟକ୍ରମରେ ଲାଗୁଛି ତ? ଷ୍ଟାଣ୍ଡିଂ କମିଟିର ଉଦବେଗ, ବିଧାନସଭାରେ ବି ଉଠିଛି କଥା। ଗ୍ରାଉଣ୍ଡ ରିପୋର୍ଟ କହୁଛି ଆର୍ଥିକ ସହାୟତାର ହେଉଛି ଅପବ୍ୟବହାର।

author-image
Debendra Prusty

Odisha Shg Women Mission Shakti Politics Mission Shakti