Advertisment

ନକ୍ସଲଙ୍କ ପାଇଁ ପାଣ୍ଠି ଆଦାୟ କରନ୍ତି ବିଜେଡି ନେତା!

ଏ କିଛିଦିନ ତଳେ ଛତିଶଗଡ଼ର ଦାନ୍ତେୱାଡାରେ ନକ୍ସଲ ଆକ୍ରମଣରେ ୧୦ ଯବାନଙ୍କ ସମତେ ୧୧ ଜଣ ପ୍ରାଣ ହରାଇଥିଲେ। ଯାହାକୁ ନେଇ ସାରା ଦେଶରେ ଶୋକର ଛାୟା। ନକ୍ସଲଙ୍କ ସହ ସମ୍ପର୍କ ତାଙ୍କୁ ପାଣ୍ଠି ଯୋଗାଉଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ବିଜେଡିର ପୂର୍ବତନ ସାଂସଦ ଏନ ଭାସ୍କର ରାଓଙ୍କ ବିରୋଧରେ। ଭାସ୍କର ବାବୁ ଟ୍ରକ ୟୁନିୟନର ଟଙ୍କା ହଡ଼ପ କରିବା ଓ ନକ୍ସଲଙ୍କୁ ଅର୍ଥ ଯୋଗାଉଥିବା ଅଭିଯୋଗ ଆସିବା ପରେ ରାୟଗଡ଼ା ରାଜନୀତି ସରଗରମ ହୋଇଛି।

Odisha BjD Naxal Naxal Activities
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe