Advertisment

ନିଜ ଜୀବନ ଦେଇ ମାଲିକଙ୍କ ପରିବାର ବଞ୍ଚାଇଲା ପୋଷା କୁକୁର

ବ୍ରହ୍ମପୁର(ଜଗନ୍ନାଥ ସାହୁ): ନିଜ ମାଲିକ ଓ ତାଙ୍କ ପରିବାର ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଜୀବନକୁ ବଳି ଦେଲା ପୋଷା କୁକୁର। ଘଟଣା ଘଟିଛି ବ୍ରହ୍ମପୁର ଆମ୍ବପୁଆର ବୀମା ନଗରସ୍ଥିତ ସମ୍ୱିତ କୁମାର ରାଉତଙ୍କ ଘରେ। ଗତକାଲି ସମ୍ୱିତଙ୍କ ଘର ଭିତରକୁ ଏକ ବିଷାକ୍ତ ସାପ ପଶିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ସମ୍ୱିତଙ୍କ ପୋଷା କୁକୁର ସାପଟିକୁ ଘର ବାରଣ୍ଡାରେ  ମାରି ଦେଇଥିଲା।  ହେଲେ ସାପ ଚୋଟରେ ପୋଷା କୁକୁରର ମଧ୍ୟ ମୃତ୍ୟୁ ଘଟିଛି। ସମ୍ୱିତ […]

ଅଦ୍ୟତନ ହୋଇଛି
ନିଜ ଜୀବନ ଦେଇ ମାଲିକଙ୍କ ପରିବାର ବଞ୍ଚାଇଲା ପୋଷା କୁକୁର

berhampur

Advertisment

ବ୍ରହ୍ମପୁର(ଜଗନ୍ନାଥ ସାହୁ): ନିଜ ମାଲିକ ଓ ତାଙ୍କ ପରିବାର ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଜୀବନକୁ ବଳି ଦେଲା ପୋଷା କୁକୁର। ଘଟଣା ଘଟିଛି ବ୍ରହ୍ମପୁର ଆମ୍ବପୁଆର ବୀମା ନଗରସ୍ଥିତ ସମ୍ୱିତ କୁମାର ରାଉତଙ୍କ ଘରେ।

Advertisment

ଗତକାଲି ସମ୍ୱିତଙ୍କ ଘର ଭିତରକୁ ଏକ ବିଷାକ୍ତ ସାପ ପଶିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ସମ୍ୱିତଙ୍କ ପୋଷା କୁକୁର ସାପଟିକୁ ଘର ବାରଣ୍ଡାରେ  ମାରି ଦେଇଥିଲା।  ହେଲେ ସାପ ଚୋଟରେ ପୋଷା କୁକୁରର ମଧ୍ୟ ମୃତ୍ୟୁ ଘଟିଛି।

ସମ୍ୱିତ ଘର ଭିତରୁ ଆସି ଦେଖିଲା ବେଳକୁ ସାପଟି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ତାଙ୍କ ପୋଷା କୁକୁର ପାଟିରେ ରକ୍ତ ଲାଗିଥିଲା। ଏହାପରେ ଛଟପଟ ହୋଇ କୁକୁରଟିର ମୃତ୍ୟୁ ଘଟିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe