ଡାଇବେଟିସ୍ ରୋଗୀ କଣ କରିବେ ଏବଂ କଣ କରିବେ ନାହିଁ ? କେଉଁ କେଉଁ ଦିଗକୁ ଧ୍ୟାନ ଦେବେ ? ଡାଇବେଟିସ୍ ରୋଗୀ ଖାଦ୍ୟପେୟ ସହ କିଭଳି ଭାବେ ନିଜର ଯତ୍ନ ନେବେ ? ଦେଖନ୍ତୁ, ଓଡିଶା ରିପୋର୍ଟରର ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ‘ସୁସ୍ଥ ଜୀବନ ସରଳ ସୂତ୍ର’ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ଅଜଣା ଲୋକଙ୍କ ପାଇଁ ଚାଲିଛି ଦଶାହ ପାଳନ
ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଉଦ୍ଧାର କରିଥିବା ସ୍ଥାନୀୟ ଲୋକମାନେ ଆଜି ମୁଣ୍ଡନ ହୋଇ ଦଶାହ ପାଳୁଛନ୍ତି। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଜୀବନ ହାରିଥିବା ଯାତ୍ରୀଙ୍କ ଆତ୍ମାର ଶାନ୍ତି ଓ ସଦଗତି ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ବାହାନଗାରେ ୩ ଦିନିଆ ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଚାଲିବ।
Odisha
ବାହାନଗା ଟ୍ରେନ୍ ଦୁର୍ଘଟଣା ମୃତକଙ୍କ ଆଜି ଦଶାହ
ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ଆୟୋଜିତ ହେବ ସର୍ବଧର୍ମ ପ୍ରାର୍ଥନା ସଭା ଓ ସମୂହ ଶ୍ରଦ୍ଧାଞ୍ଜଳି। ସେଥିପାଇଁ ଦୁର୍ଘଟଣାରେ ଉଦ୍ଧାର କରିଥିବା ସ୍ଥାନୀୟ ଲୋକମାନେ ଆଜି ମୁଣ୍ଡନ ହୋଇ ଦଶାହ ପାଳୁଛନ୍ତି।
Odisha
ଏକ କ୍ୱିଣ୍ଟାଲ୍ ଘିଅରେ ହେବ ଯଜ୍ଞ
ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ଆୟୋଜିତ ହେବ ସର୍ବଧର୍ମ ପ୍ରାର୍ଥନା ସଭା ଓ ସମୂହ ଶ୍ରଦ୍ଧାଞ୍ଜଳି।
Odisha
ସାଂସଦଙ୍କ ମିଛ ଖୋଲିଦେଲେ ପ୍ରତ୍ୟେକ୍ଷଦର୍ଶୀ
ରାଜ୍ୟସଭା ବିଜେଡ଼ି ସାଂସଦ ନିରଞ୍ଜନ ବିଶିଙ୍କ କାର୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା। ଦୁର୍ଘଟଣା ସ୍ଥଳରେ ନିରଞ୍ଜନ ବିଶି ଗାଡି ଭିତରେ ନଥିଲେ ବୋଲି କହୁଥିବାବେଳେ ସେ ଦୁର୍ଘଟଣା ସ୍ଥଳରୁ ପଳାଇ ଯାଉଥିବାର ସିସିଟିଭି ଫୁଟେଜ ତାଙ୍କ ମିଛ ଧରା ପକାଇଛି ।