ଡାଇବେଟିସ୍ ରୋଗୀ କଣ କରିବେ ଏବଂ କଣ କରିବେ ନାହିଁ ? କେଉଁ କେଉଁ ଦିଗକୁ ଧ୍ୟାନ ଦେବେ ? ଡାଇବେଟିସ୍ ରୋଗୀ ଖାଦ୍ୟପେୟ ସହ କିଭଳି ଭାବେ ନିଜର ଯତ୍ନ ନେବେ ? ଦେଖନ୍ତୁ, ଓଡିଶା ରିପୋର୍ଟରର ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ‘ସୁସ୍ଥ ଜୀବନ ସରଳ ସୂତ୍ର’ ।