Advertisment

ଅତିରିକ୍ତ ଜିଲ୍ଲାପାଳଙ୍କୁ ଡଙ୍ଗରିଆ ମହିଳାଙ୍କ ପ୍ରଶ୍ନ, ବାବୁ ଟଙ୍କା ପାଇଛନ୍ତି?

ଅତିରିକ୍ତ ଜିଲ୍ଲାପାଳ କେବେ ଭାବିନଥିବେ ଦିନେ ତାଙ୍କୁ ଏମିତି ପ୍ରଶ୍ନର ସାମ୍ନା କରିବାକୁ ପଡ଼ିବ। ମହିଳା କହୁଛନ୍ତି ଟଙ୍କା ପଠାଇଥିଲେ ପାଇଛନ୍ତି ନା ନାହିଁ ଅର୍ଥାତ ସେ ଲାଞ୍ଚ ପଠାଇଥିବା କଥା ହିଁ କହୁଛନ୍ତି। ଦେଖନ୍ତୁ ଏହି ଡଙ୍ଗରିଆ ମହିଳା ଜଣଙ୍କୁ। କେମିତି ନିୟମଗିରି ପାହାଡ଼ରୁ ଆସି ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କୁ ଟଙ୍କା ପାଇଛନ୍ତି ନା ନାହିଁ ବୋଲି ସିଧା ସିଧା ପ୍ରଶ୍ନ କରୁଛନ୍ତି।

Odisha Bribe Rayagada Dongaria Kandha Life Style
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe