ବାବୁଙ୍କ ମୋବାଇଲ ପାଇଁ ଡ୍ୟାମ୍ ଶୁଖାଇଦେଲେ | Odisha Reporter
ବାବୁଙ୍କ ମୋବାଇଲ ପାଇଁ ଡ୍ୟାମ୍ ଶୁଖାଇଦେଲେ!
ବାବୁଙ୍କ ମୋବାଇଲ୍ ପଡ଼ିଗଲା ବୋଲି ଡ୍ୟାମ୍ ଶୁଖାଇଦେଲେ। ଚାଷ ଜମି ପାଇଁ ଥିବା ଲକ୍ଷ ଲକ୍ଷ ଲିଟର ପାଣି ହେଲା ନଷ୍ଟ। ତିନି ଦିନ ଧରି ଡ୍ୟାମରୁ ନିଷ୍କାସନ କରାଗଲା ପାଣି। ନଷ୍ଟ ହୋଇଥିବା ପାଣିରେ ୧୫୦୦ ଏକର ଜମିକୁ ମାଡ଼ିଥାନ୍ତା ପାଣି।
ବାବୁଙ୍କ ମୋବାଇଲ ପାଇଁ ଡ୍ୟାମ୍ ଶୁଖାଇଦେଲେ | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
