ଫାଇନ ଦେଖି ଡ୍ରାଇଭର ବେହୋସ୍ ! | Odisha Reporter
ରାସ୍ତାରେ ଯାଉଥିଲା ହାଇୱା ଟ୍ରକ। ଟ୍ରକରେ ସେମିତି କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ନଥିଲା। ହେଲେ ହଠାତ୍ ପୋଲିସ ଅଟକାଇଲା। ଆଉ ଧରାଇଦେଲା ଲମ୍ୱା ଚିଠା। ଏହି ସରକାରୀ ଚିଠାରେ ପଡ଼ିଥିବା ଫାଇନର ମୂଲ୍ୟ ଦେଖି ଡ୍ରାଇଭରର ହୋସ୍ ଉଡ଼ିଗଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
