ଡ୍ରାଇଭର ବି ଦୋସ୍ତ୍ || OR Special - Story \'\'Sunantu CM\'\' || Odisha Reporter
ଡ୍ରାଇଭର ଆନ୍ଦୋଳନ କେଉଁଠି ଶାନ୍ତିପୂର୍ଣ୍ଣ ଭାବରେ କରାଯାଇଛି ତ ଆଉ କେଉଁଠି ଏହା ହିଂସାର ରୂପ ଧାରଣ କରିଛି। କେଉଁ ଜାଗାରେ ଆନ୍ଦୋଳନକାରୀ ଫୁଲମାଳ ଦେଇ ପ୍ରତିବାଦ କରୁଛନ୍ତି ତ ଆଉ କେଉଁଠି ଠେଙ୍ଗା ଆଉ ପଥର ଚାଲିଛି। କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି? ଯେଉଁ କିଛି ଦଫା ଦାବି ଡ୍ରାଇଭରମାନେ କରୁଛନ୍ତି ତାହା ସରକାର ପୂରଣ କରିଦେଲେ କଣ ଅସୁବିଧା ହୋଇଯିବ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
