Advertisment

ଡ୍ରାଇଭର ବି ଦୋସ୍ତ୍

ଡ୍ରାଇଭର ଆନ୍ଦୋଳନ କେଉଁଠି ଶାନ୍ତିପୂର୍ଣ୍ଣ ଭାବରେ କରାଯାଇଛି ତ ଆଉ କେଉଁଠି ଏହା ହିଂସାର ରୂପ ଧାରଣ କରିଛି। କେଉଁ ଜାଗାରେ ଆନ୍ଦୋଳନକାରୀ ଫୁଲମାଳ ଦେଇ ପ୍ରତିବାଦ କରୁଛନ୍ତି ତ ଆଉ କେଉଁଠି ଠେଙ୍ଗା ଆଉ ପଥର ଚାଲିଛି। କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି? ଯେଉଁ କିଛି ଦଫା ଦାବି ଡ୍ରାଇଭରମାନେ କରୁଛନ୍ତି ତାହା ସରକାର ପୂରଣ କରିଦେଲେ କଣ ଅସୁବିଧା ହୋଇଯିବ?

Odisha Transport Odisha Drivers Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe