Advertisment

ଷ୍ଟିୟରିଂ ଛାଡ଼ି ରାଜ ରାସ୍ତାରେ ଡ୍ରାଇଭର୍

ଷ୍ଟିୟରିଂ ଛାଡ଼ି ରାଜ ରାସ୍ତାରେ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର। ରାସ୍ତାରେ ଗର୍ଜିନ କରିଛନ୍ତି ଡ୍ରାଇଭର। ୧୦ ଦଫା ଦାବିକୁ ରାଜ୍ୟ ସରକାର ପୂରଣ କରିନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡି ଆନ୍ଦୋଳନ କରୁଛନ୍ତି ଡ୍ରାଇଭର। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପି ପ୍ରଭାବିତ ହୋଇଛି ଯାନବାହନ ସେବା।

author-image
Manoj Swain

Odisha DRIVER STRIKE Protest