Advertisment

ଷ୍ଟିୟରିଂ ଛାଡ଼ି ରାଜ ରାସ୍ତାରେ ଡ୍ରାଇଭର୍

ଷ୍ଟିୟରିଂ ଛାଡ଼ି ରାଜ ରାସ୍ତାରେ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର। ରାସ୍ତାରେ ଗର୍ଜିନ କରିଛନ୍ତି ଡ୍ରାଇଭର। ୧୦ ଦଫା ଦାବିକୁ ରାଜ୍ୟ ସରକାର ପୂରଣ କରିନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡି ଆନ୍ଦୋଳନ କରୁଛନ୍ତି ଡ୍ରାଇଭର। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପି ପ୍ରଭାବିତ ହୋଇଛି ଯାନବାହନ ସେବା।

Odisha Protest DRIVER STRIKE
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe