Advertisment

ବୁଦ୍ଧି ଶିଖେଇ ଦେଲେ ନା!

ମାତ୍ର ତିନି ଦିନର ଆନ୍ଦୋଳନ ବିଚଳିତ କରିଦେଇଛି ସରକାର ଚଳାଉଥିବା ବାବୁମାନଙ୍କ ମନ। ମାର୍ଚ୍ଚ ୧୫, ୧୬ ଏବଂ ୧୭ ତିନି ଦିନ ଧରି ରାଜ୍ୟର ଡ୍ରାଇଭରମାନେ ଆନ୍ଦୋଳନ କରିଥିଲେ। ଅତୀତରେ ମଧ୍ୟ ଏମାନେ ନିଜର ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ। ହେଲେ ଏଥର ଏଭଳି ଭାବରେ ସଙ୍ଗଠିତ ହେଲେ ଯେ ପେଟ୍ରୋଲଠାରୁ ଆରମ୍ଭ ହୋଇ ବିଭିନ୍ନ ଜିନିଷର ଦରଦାମ ପ୍ରଭାବିତ ହୋଇଗଲା।

author-image
Debendra Prusty

Odisha Transport Odisha Drivers Strike