ଇସ୍ତଫା ଦେଇଥାନ୍ତେ ଦ୍ରୌପଦୀ ମୁର୍ମୁ ! | Odisha Reporter
ଝାଡ଼ଖଣ୍ଡର ରାଜ୍ୟପାଳ ଥିବାବେଳେ ଦ୍ରୌପଦୀ ମୁର୍ମୁ ଗୋଟିଏ ଆମେଣ୍ଡମେଣ୍ଟ ବିଲ୍କୁ ନେଇ ଖୁବ୍ ଚାପରେ ଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ଉପରେ ଚାପ ପଡ଼ିଥିଲା। ହୁଏତ ଏ କଥା କେବେ ସାମନାକୁ ଆସିନଥିଲା। ତେବେ ଏବେ ଏବେ ପ୍ରକାଶ ପାଇଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ ମ୍ୟାଡାମ ପ୍ରେସିଡେଣ୍ଟ ପୁସ୍ତକରେ ଏମିତି ଅନେକ କଥା ସ୍ଥାନ ପାଇଛି। ଆମ ସହ ଖାସ କଥାରେ ଅଛନ୍ତି ଏ ପୁସ୍ତକର ଲେଖକ ତଥା ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ। ଆସନ୍ତୁ କଥା ହେବା ଆଉ ଜାଣିବା ଆଉ ସବୁ କଣ ରହିଛି ଅନାଲୋଚିତ କଥା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
