ଭୁବନେଶ୍ୱରରେ ହେବ ଆଡମ୍ବରଶୂନ୍ୟ ଦୁର୍ଗା ପୂଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଚଳିତ ବର୍ଷ ଆୟୋଜିତ ହେବ ଆଡମ୍ବରଶୂନ୍ୟ ଦୁର୍ଗା ପୂଜା । ବିଭିନ୍ନ ପୂଜା କମିଟି ସହ ପୁଲିସ୍‌ କମିଶନରଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜାଣନ୍ତୁ, ପୁଲିସ କମିଶନରଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ପୂଜା ଆୟୋଜନ ନିମନ୍ତେ କ’ଣ ରହିଛି ନିୟମ। ପୂଜାରେ ତୋରଣ ଓ ଆଲୋକମାଳା ଲାଗିବନି। ମାଇକ ମଧ୍ୟ ବାଜିବନି। କେବଳ ମନ୍ତ୍ରପାଠ ଲାଗି ମାଇକ ବାଜିବ କି ନାହିଁ ବିଚାର କରାଯିବ। ପୂଜା କମିଟିର ମାତ୍ର ୧୦ […]

Durga_Puja

Durga_Puja

Jyoshna Pradhan
  • Published: Monday, 31 August 2020
  • Updated: 31 August 2020, 02:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଚଳିତ ବର୍ଷ ଆୟୋଜିତ ହେବ ଆଡମ୍ବରଶୂନ୍ୟ ଦୁର୍ଗା ପୂଜା । ବିଭିନ୍ନ ପୂଜା କମିଟି ସହ ପୁଲିସ୍‌ କମିଶନରଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଜାଣନ୍ତୁ, ପୁଲିସ କମିଶନରଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ପୂଜା ଆୟୋଜନ ନିମନ୍ତେ କ’ଣ ରହିଛି ନିୟମ।

  • ପୂଜାରେ ତୋରଣ ଓ ଆଲୋକମାଳା ଲାଗିବନି।
  • ମାଇକ ମଧ୍ୟ ବାଜିବନି।
  • କେବଳ ମନ୍ତ୍ରପାଠ ଲାଗି ମାଇକ ବାଜିବ କି ନାହିଁ ବିଚାର କରାଯିବ।
  • ପୂଜା କମିଟିର ମାତ୍ର ୧୦ ଜଣ ସଦସ୍ୟଙ୍କୁ ନେଇ ପୂଜା କରାଯିବ।
  • ଘର ଘର ବୁଲି ଚାନ୍ଦା କରାଯିବନି।
  • ସ୍ୱଇଚ୍ଛାରେ ଯିଏ ଯାହା ଦେବ। ଲୋକ ମଣ୍ଡପକୁ ନଆସି, ଘରେ ରହି ପୂଜା ପାଳନ କରିବେ।
  • ମୂର୍ତ୍ତିର ଉଚ୍ଚତା ୪ରୁ ୫ ଫୁଟ ମଧ୍ୟରେ ରହିବ।
  • ରାବଣ ପୋଡ଼ି କି ଭସାଣ ଉତ୍ସବ କରାଯିବ ନାହିଁ।
  • କେବଳ ମୂର୍ତ୍ତି ବିସର୍ଜନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story