Advertisment

ମହାମାୟାଙ୍କ ମହାସପ୍ତମୀ ପୂଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାୟାଙ୍କ ମହାସପ୍ତମୀରେ କମ୍ପୁଛି ଧରାପୃଷ୍ଠ। ସାରଦୀୟ ଦୁର୍ଗାପୂଜା ଲାଗି ଚାରିଆଡ଼େ ଉତ୍ସବମୁଖର ପରିବେଶ। ଆଜି ପବିତ୍ର ମହାସପ୍ତମୀରେ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଆୟୋଜିତ ହେଉଛି ମାଆଙ୍କ ମହାସପ୍ତମୀ ପୂଜା। ବ୍ରାହ୍ଣଣଙ୍କ ମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ଘଣ୍ଟ ଘଣ୍ଟା ଶବ୍ଦରେ ଉଛୁଳି ଉଠୁଛି ଚତୁର୍ଦିଗ। ଗତକାଲି ଷଷ୍ଠୀପୂଜାରେ ବିଲ୍ବବରଣ ସହ ଧରାବତରଣ କରିଛନ୍ତି ଦୁର୍ଗେ ଦୁର୍ଗତୀ ନାଶିନୀ। ରାଜଧାନୀରେ ଏବର୍ଷ ୧୭୨ ଓ କଟକରେ ୧୬୨ ମଣ୍ଡପରେ ପୂଜା ପାଉଛନ୍ତି ମାଆ ଦୁର୍ଗା। କଟକରେ […]

author-image
Manoranjan Sial
‘ଦୁର୍ଗା ପୂଜା ନହେଲେ ୫୦୦ ବର୍ଷର ପରମ୍ପରା ଭାଙ୍ଗିଯିବ’

durgapuja-in

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାୟାଙ୍କ ମହାସପ୍ତମୀରେ କମ୍ପୁଛି ଧରାପୃଷ୍ଠ। ସାରଦୀୟ ଦୁର୍ଗାପୂଜା ଲାଗି ଚାରିଆଡ଼େ ଉତ୍ସବମୁଖର ପରିବେଶ। ଆଜି ପବିତ୍ର ମହାସପ୍ତମୀରେ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଆୟୋଜିତ ହେଉଛି ମାଆଙ୍କ ମହାସପ୍ତମୀ ପୂଜା। ବ୍ରାହ୍ଣଣଙ୍କ ମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ଘଣ୍ଟ ଘଣ୍ଟା ଶବ୍ଦରେ ଉଛୁଳି ଉଠୁଛି ଚତୁର୍ଦିଗ।

Advertisment

ଗତକାଲି ଷଷ୍ଠୀପୂଜାରେ ବିଲ୍ବବରଣ ସହ ଧରାବତରଣ କରିଛନ୍ତି ଦୁର୍ଗେ ଦୁର୍ଗତୀ ନାଶିନୀ। ରାଜଧାନୀରେ ଏବର୍ଷ ୧୭୨ ଓ କଟକରେ ୧୬୨ ମଣ୍ଡପରେ ପୂଜା ପାଉଛନ୍ତି ମାଆ ଦୁର୍ଗା। କଟକରେ ୩୦ରୁ ଅଧିକ ସ୍ଥାନରେ ସୁନା ଚାନ୍ଦିରେ ଝଟକୁଛନ୍ତି ମାଆ। ନୂଆ ରଙ୍ଗ ଓ ରୂପରେ ସଜେଇ ହୋଇଛି ବିଭିନ୍ନ ପୂଜା ମଣ୍ଡପ। ଭଳିକି ଭଳି ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଲସୁଛି ସାରା ପରିବେଶ।