ଦୁର୍ଗମ ଅଞ୍ଚଳର ଡାକ୍ତର ପାଇବେ ଦୁଇ ଗୁଣା ଦରମା

ଭୁବନେଶ୍ୱର: ଦୁର୍ଗମ ଅଞ୍ଚଳରେ କାର୍ଯ୍ୟରତ ଡାକ୍ତରଙ୍କ ଦରମା ଦୁଇଗୁଣା ହେବ। ରାଜ୍ୟର ଦୁର୍ଗମ ଓ ଅତି ଦୁର୍ଗମ ଅଞ୍ଚଳରେ କାମ କରୁଥିବା ଡାକ୍ତରଙ୍କୁ ଡବଲ୍ ଦରମା ପ୍ରଦାନ ପ୍ରସ୍ତାବରେ କ୍ୟାବିନେଟ ଆଜି ମାରିଛି ମୋହର। କେବିକେ ସହିତ ଗ୍ରାମାଞ୍ଚଳର ଦୁର୍ଗମ ଅଞ୍ଚଳକୁ ଭି-ଜିରୋରୁ ଭି-ଫୋର ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଏସବୁ ଅଞ୍ଚଳର ହସପିଟାଲଗୁଡ଼ିକୁ ମଧ୍ୟ ଲେଭଲ-୧ ରୁ ଲେଭଲ-୪ ଭାବେ ଚିହ୍ନଟ କରାଯାଇଛି। ଏହି ହିସାବରେ ଚିହ୍ନଟ ଦୁର୍ଗମ ଅଞ୍ଚଳରେ କାମ କଲେ ପ୍ରୋତ୍ସାହନ ରାଶି […]

doctor

doctor

Rakesh Mallick
  • Published: Tuesday, 28 April 2015
  • Updated: 28 April 2015, 12:54 PM IST

Sports

Latest News

ଭୁବନେଶ୍ୱର: ଦୁର୍ଗମ ଅଞ୍ଚଳରେ କାର୍ଯ୍ୟରତ ଡାକ୍ତରଙ୍କ ଦରମା ଦୁଇଗୁଣା ହେବ। ରାଜ୍ୟର ଦୁର୍ଗମ ଓ ଅତି ଦୁର୍ଗମ ଅଞ୍ଚଳରେ କାମ କରୁଥିବା ଡାକ୍ତରଙ୍କୁ ଡବଲ୍ ଦରମା ପ୍ରଦାନ ପ୍ରସ୍ତାବରେ କ୍ୟାବିନେଟ ଆଜି ମାରିଛି ମୋହର। କେବିକେ ସହିତ ଗ୍ରାମାଞ୍ଚଳର ଦୁର୍ଗମ ଅଞ୍ଚଳକୁ ଭି-ଜିରୋରୁ ଭି-ଫୋର ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଏସବୁ ଅଞ୍ଚଳର ହସପିଟାଲଗୁଡ଼ିକୁ ମଧ୍ୟ ଲେଭଲ-୧ ରୁ ଲେଭଲ-୪ ଭାବେ ଚିହ୍ନଟ କରାଯାଇଛି। ଏହି ହିସାବରେ ଚିହ୍ନଟ ଦୁର୍ଗମ ଅଞ୍ଚଳରେ କାମ କଲେ ପ୍ରୋତ୍ସାହନ ରାଶି ଦୁଇ ଗୁଣା ଦିଆଯିବ। ରାଜ୍ୟ ସରକାର ଏ ବାବଦକୁ ନିଜ ପାଣ୍ଠିରୁ ବାର୍ଷିକ ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story