doctor
Advertisment
ଭୁବନେଶ୍ୱର: ଦୁର୍ଗମ ଅଞ୍ଚଳରେ କାର୍ଯ୍ୟରତ ଡାକ୍ତରଙ୍କ ଦରମା ଦୁଇଗୁଣା ହେବ। ରାଜ୍ୟର ଦୁର୍ଗମ ଓ ଅତି ଦୁର୍ଗମ ଅଞ୍ଚଳରେ କାମ କରୁଥିବା ଡାକ୍ତରଙ୍କୁ ଡବଲ୍ ଦରମା ପ୍ରଦାନ ପ୍ରସ୍ତାବରେ କ୍ୟାବିନେଟ ଆଜି ମାରିଛି ମୋହର। କେବିକେ ସହିତ ଗ୍ରାମାଞ୍ଚଳର ଦୁର୍ଗମ ଅଞ୍ଚଳକୁ ଭି-ଜିରୋରୁ ଭି-ଫୋର ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଏସବୁ ଅଞ୍ଚଳର ହସପିଟାଲଗୁଡ଼ିକୁ ମଧ୍ୟ ଲେଭଲ-୧ ରୁ ଲେଭଲ-୪ ଭାବେ ଚିହ୍ନଟ କରାଯାଇଛି। ଏହି ହିସାବରେ ଚିହ୍ନଟ ଦୁର୍ଗମ ଅଞ୍ଚଳରେ କାମ କଲେ ପ୍ରୋତ୍ସାହନ ରାଶି ଦୁଇ ଗୁଣା ଦିଆଯିବ। ରାଜ୍ୟ ସରକାର ଏ ବାବଦକୁ ନିଜ ପାଣ୍ଠିରୁ ବାର୍ଷିକ ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ କରିବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/04/doctor.jpg)